Door43-Catalog_or_tn/1CO/09/01.md

2.6 KiB

ମୁଁ କଅଣ ସ୍ଵାଧିନ ନୁହେଁ?

ପାଉଲ, ତାହାଙ୍କ ଠାରେ ଥିବା ଅଧିକାରକୁ କରିନ୍ଥୀୟମାନଙ୍କୁ ସ୍ମରଣ କରାଇବା ନିମନ୍ତେ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି। ଏଠାରେ: “ମୁଁ ସ୍ଵାଧିନ ଅଟେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ କଅଣ ଜଣେ ପ୍ରେରିତ ନୁହେଁ?

ସେ କିଏ ଓ ତାହାଙ୍କ ଠାରେ ଥିବା ଅଧିକାରକୁ କରିନ୍ଥୀୟମାନଙ୍କୁ ସ୍ମରଣ କରାଇବା ନିମନ୍ତେ ପାଉଲ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି।ଏଠାରେ: “ ମୁଁ ଜଣେ ପ୍ରେରିତ ଅଟେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ?

ସେ କିଏ ଏହା କରିନ୍ଥୀୟମାନଙ୍କୁ ସ୍ମରଣ କରାଇବା ନିମନ୍ତେ ପାଉଲ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି। ଏଠାରେ: “ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରିଅଛି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?

ତାହାଙ୍କ ସହିତ ସେମାନଙ୍କ ସମ୍ପର୍କ ବିଷୟରେ କରିନ୍ଥୀୟମାନଙ୍କୁ ସ୍ମରଣ କରାଇବା ନିମନ୍ତେ ପାଉଲ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କରନ୍ତି। ଏଠାରେ: “ପ୍ରଭୁଙ୍କଠାରେ ମୋହର କାର୍ଯ୍ୟର ଫଳ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ବିଶ୍ଵାସ ଅଟେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭେମାନେ ମୁଁଦ୍ରାଙ୍କ ସ୍ଵରୂପ ଅଟ

ଏଠାରେ: “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ବିଶ୍ଵାସ ସତ୍ୟତା ପ୍ରମାଣ କରେ”