Door43-Catalog_or_tn/1CO/08/01.md

17 lines
2.1 KiB
Markdown

# ବର୍ତ୍ତମାନ ବିଷୟ
କରିନ୍ଥୀୟମାନେ ତାହାଙ୍କୁ ପଚାରିଥିଲେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ନିମନ୍ତେ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି ।
# ଦେବପ୍ରସାଦ
ବହୁ ଦେବଦେବୀ ଉପାସକମାନେ ଶସ୍ୟ, ମତ୍ସ୍ୟ, କୁକୁଡ଼ା, କିମ୍ବା ମାଂସ, ଦେବାଦେବୀଙ୍କୁ ଉତ୍ସର୍ଗ କରନ୍ତି। ପୁରୋହିତମାନେ ଏହାର ଏକ ଅଂଶକୁ ବେଦୀରେ ଦଗ୍ଧ କରନ୍ତି। ଅବଶିଷ୍ଟ ଅଂଶ ବିଷୟରେ ପାଉଲ କହନ୍ତି, ଯାହା ଉପାସକ ପାଖକୁ ଫେରିଆସେ କିମ୍ବା ବଜାରରେ ବିକ୍ରୀ କରାଯାଏ।
# ଆମ୍ଭେମାନେ ଜାଣୁ ଯେ “ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି”
ପାଉଲ ଏକ ବାକ୍ୟାଂଶକୁ ଉଦ୍ଧୃତ କରୁଅଛନ୍ତି ଯାହା କେତେକ କରିନ୍ଥୀୟ ବ୍ୟବହାର କରନ୍ତି। ଏଠାରେ: “ଆମ୍ଭେମାନେ ସମସ୍ତେ ଜାଣୁ, ଯେପରି ତୁମ୍ଭେ ନିଜେ କହିବାକୁ ଇଛା କର, ଯାହା ‘ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି’ ”.
# ଅହଙ୍କାର ଜନ୍ମାଏ
“ଜଣକୁ ଗର୍ବିତ କରେ” କିମ୍ବା “ସେମାନେ ଆପଣାମାନଙ୍କୁ ଅଧିକ ମନେ କରନ୍ତି”
# କିଛି ବିଷୟ ସେ ଜାଣେ ବୋଲି ମନେ କରେ
“ ସେ ସବୁକିଛି ଜାଣେ ବୋଲି ବିଶ୍ଵାସ କରେ”
# ସେହି ବ୍ୟକ୍ତି ତାହାଙ୍କ ଦ୍ଵାରା ପରିଚିତ
“ଈଶ୍ଵର ସେହି ବ୍ୟକ୍ତିକୁ ଜାଣନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ )