Door43-Catalog_or_tn/1CO/07/03.md

457 B

ବିବାହ ସମ୍ବନ୍ଧୀୟ ଅଧିକାର

ଉଭୟେ ସ୍ଵାମୀ ଏବଂ ଭାର୍ଯ୍ୟା, ସ୍ଵାମୀ ଆପଣା ଭାର୍ଯ୍ୟା ସହିତ ଓ ଭାର୍ଯ୍ୟା ଆପଣା ସ୍ଵାମୀ ସହିତ ନିୟମିତ ଯୌନ ସମ୍ପର୍କ ରଖିବା ନୀତିଗତ ବାଧ୍ୟତା ଅଟେ। (ଦେଖନ୍ତୁ: ଶିଷ୍ଟୋକ୍ତି)