Door43-Catalog_or_tn/1CO/06/19.md

14 lines
1.9 KiB
Markdown

# ତୁମ୍ଭେମାନେ ଜାଣ ନାହିଁ
“ତୁମ୍ଭେମାନେ ପୂର୍ବରୁ ଜାଣ”। ପାଉଲ ଗୁରୁତ୍ଵ ଦିଅନ୍ତି ଯେ ସେମାନେ ପୂର୍ବରୁ ଏହି ସତ୍ୟକୁ ଜାଣନ୍ତି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ତୁମ୍ଭମାନଙ୍କ ଶରୀର
ପ୍ରତ୍ୟେକ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ।
# ପବିତ୍ର ଆତ୍ମାଙ୍କ ମନ୍ଦିର
ଏକ ମନ୍ଦିର, ଅଲୌକିକ ବ୍ୟକ୍ତିକୁ ଉତ୍ସର୍ଗ କରାଯାଏ ଓ ଯେଉଁଠାରେ ସେମାନେ ବାସ କରନ୍ତି। ସେହି ପ୍ରକାରେ, ଯେପର୍ଯ୍ୟନ୍ତ ପବିତ୍ରଆତ୍ମା ସେମାନଙ୍କ ଅନ୍ତରରେ ବିଦ୍ୟମାନ ଅଛନ୍ତି, ପ୍ରତ୍ୟେକ କରିନ୍ଥୀୟ ବିଶ୍ଵାସୀମାନଙ୍କ ଶରୀର ଏକ ମନ୍ଦିର ସଦୃଶ ଅଟେ। (ଦେଖନ୍ତୁ: ଉଦାହରଣ)
# ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ
ପାପର ଦାସତ୍ଵରୁ କରିନ୍ଥୀୟମାନଙ୍କ ମୁଁକ୍ତି ନିମନ୍ତେ ଈଶ୍ଵର ମୂଲ୍ୟ ଦେଇଅଛନ୍ତି। ଏଠାରେ: “ଈଶ୍ଵର ତୁମ୍ଭମାନଙ୍କ ମୁଁକ୍ତି ନିମନ୍ତେ ମୂଲ୍ୟ ଦେଇଅଛନ୍ତି”।
# ତେଣୁ
ଏଠାରେ: “ସେଥିପାଇଁ” କିମ୍ବା “ଯେହେତୁ ଏହା ସତ୍ୟ” ଏଠାରେ “ଏହି ସତ୍ୟତା କାରଣରୁ”