Door43-Catalog_or_tn/1CO/06/04.md

28 lines
4.9 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଜାଗତୀକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ
ଏଠାରେ: “ଯଦି ନିର୍ଣ୍ଣୟ ନେବା ନିମନ୍ତେ ତୁମ୍ଭମାନଙ୍କର ଜାଗତୀକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ” କିମ୍ବା “ଯଦି ତୁମ୍ଭେମାନେ ଜାଗତୀକ ଜୀବନ ସମ୍ବନ୍ଧୀୟ କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟକୁ ସମାଧାନ କରିବା ଉଚିତ୍” (ଉଡିବୀ)
# କାହିଁକି ତୁମ୍ଭେମାନେ ଏପରି ବିଷୟଗୁଡିକ ସମର୍ପଣ କରୁଅଛ
“ଏପରି ବିଷୟଗୁଡିକ ସମର୍ପଣ କରିବା ଉଚିତ୍ ନୁହେଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଯେଉଁମାନେ ମଣ୍ଡଳୀରେ ନଗଣ୍ୟ ଅଟନ୍ତି
କିପରି ସେମାନେ ଏହି ବିଷୟଗୁଡିକ ପରିଚାଳନା କରୁଛନ୍ତି ତାହା ନିମନ୍ତେ ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତ। ସମ୍ଭାବନା ଅର୍ଥ ଗୁଡିକ ହେଲା ଯାହା ୧) “ତୁମ୍ଭେମାନେ ଏହି ପ୍ରକାର ବିଷୟଗୁଡିକ ବିଚାର କରିବା ନିମନ୍ତେ ମଣ୍ଡଳୀର ଏପରି ସଦସ୍ୟମାନଙ୍କୁ ଦେବା ବନ୍ଦ କର ଯେଉଁମାନେ ତାହା ନିର୍ଣ୍ଣୟ କରିବା ନିମନ୍ତେ ଅଯୋଗ୍ୟ” କିମ୍ବା ) “ତୁମ୍ଭେମାନେ ଏହି ପ୍ରକାର ବିଷୟଗୁଡିକ ବିଚାର କରିବା ନିମନ୍ତେ ମଣ୍ଡଳୀର ବାହାର ଲୋକଙ୍କୁ ଦେବା ବନ୍ଦ କର” କିମ୍ବା ୩) “ତୁମ୍ଭେମାନେ ଏହି ପ୍ରକାର ବିଷୟଗୁଡିକ ବିଚାର କରିବା ନିମନ୍ତେ ମଣ୍ଡଳୀର ଏପରି ସଦସ୍ୟମାନଙ୍କୁ ମଧ୍ୟ ଦେଇପାର ଯେଉଁମାନେ ଅନ୍ୟ ବିଶ୍ଵାସୀମାନଙ୍କ ଦ୍ଵାରା ଅଳ୍ପ ସମ୍ମାନୀୟ ଅଟନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ତୁମ୍ଭମାନଙ୍କ ଲଜ୍ୟା ନିମନ୍ତେ
ଏଠାରେ: “ତୁମ୍ଭମାନଙ୍କ ଅପମାନ ନିମନ୍ତେ” ଅଥବା “ଏହି ବିଷୟରେ କିପରି ତୁମ୍ଭେମାନେ ବିଫଳ ତାହା ଦର୍ଶାଇବା ନିମନ୍ତେ।”
(ୟୁଡିବି)
# ଭାଇମାନଙ୍କ ଓ ଭଉଣୀମାନଙ୍କ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କଅଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ?
ଏଠାରେ: “ବିଶ୍ଵାସୀମାନଙ୍କ ମଧ୍ୟରେ ବିବାଦୀୟ ବିଷୟଗୁଡିକ ସମାଧାନ କରିବା ନିମନ୍ତେ ତୁମ୍ଭେମାନେ ଏକ ଜ୍ଞାନୀ ବିଶ୍ଵାସୀଙ୍କୁ ଖୋଜିପାର
(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ବିବାଦୀୟ
“ଯୁକ୍ତିତର୍କ” କିମ୍ବା “ଅସମ୍ମତ”
# କିନ୍ତୁ ଯେପରି ଏହା ଅଛି
ଏଠାରେ: “କିନ୍ତୁ ଯେପରି ବର୍ତ୍ତମାନ ଏହା ଅଛି” କିମ୍ବା “କିନ୍ତୁ ତାହା ପରିବର୍ତ୍ତେ” (ୟୁଡିବି)
# ଜଣେ ବିଶ୍ଵାସୀ ଅନ୍ୟଜଣେ ବିଶ୍ଵାସୀଙ୍କ ବିରୁଦ୍ଧରେ ବିଚାରାଳୟକୁ ଯାଏ, ଏବଂ ସେହି ବିଷୟଗୁଡିକ ବିଚାରପତିଙ୍କ ସମ୍ମୁଁଖରେ ରଖାଯାଏ ଯିଏ ଜଣେ ଅବିଶ୍ଵାସୀ ଅଟେ
ଏଠାରେ: “ବିଶ୍ଵାସୀମାନେ ଯେଉଁମାନଙ୍କ ପରସ୍ପର ବିରୁଦ୍ଧରେ ବିବାଦକୁ ସେମାନଙ୍କ ନିମନ୍ତେ ନିର୍ଣ୍ଣୟ କରିବାକୁ ଏକ ଅବିଶ୍ଵାସୀ ବିଚାରପତିଙ୍କୁ ପଚାରନ୍ତି।”
# ସେହି ବିବାଦ ରଖାଯାଏ
“ଏକ ବିଶ୍ଵାସୀ ସେହି ବିବାଦକୁ ସମର୍ପଣ କରେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)