Door43-Catalog_or_tn/1CO/04/5.md

1007 B

ତେଣୁ, ବିଚାର କର ନାହିଁ

ସେସମୟରେ ଈଶ୍ଵର ବିଚାର କରିବେ ଯେତେବେଳେ ସେ ଆସିବେ, ଆମ୍ଭେମାନେ ବିଚାର କରିବା ନାହିଁ।

ପ୍ରଭୁଙ୍କ ଆସିବା ପୁର୍ବରୁ

ଖ୍ରୀଷ୍ଟଙ୍କ ଦ୍ଵିତୀୟ ଆଗମନକୁ ଦର୍ଶାଏ

ହୃଦୟର

“ଲୋକମାନଙ୍କ ହୃଦୟର”

ଅନ୍ଧକାରର ଗୁପ୍ତ ବିଷୟଗୁଡିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ

ଈଶ୍ଵର ଲୋକମାନଙ୍କର ଚିନ୍ତାଗୁଡିକକୁ ଓ ଅଭିପ୍ରାୟଗୁଡିକକୁ ପ୍ରକାଶ କରିବେ। ପ୍ରଭୁଙ୍କ ସମ୍ମୁଁଖରେ କୌଣସି ବିଷୟ ଗୁପ୍ତ ରହିବ ନାହିଁ।