Door43-Catalog_or_tn/1CO/04/19.md

15 lines
2.3 KiB
Markdown

# ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି
“ମୁଁ ତୁମ୍ଭମାନଙ୍କୁ ଦେଖା କରିବି।”
# ବାକ୍ୟରେ ନିହିତ ହେବା ନାହିଁ
ଏଠାରେ: “ବାକ୍ୟରେ ନିର୍ମିତ ନୁହେଁ” ଅଥବା “ଯାହା ତୁମ୍ଭେ କହୁଅଚ୍ଛ ସେ ବିଷୟରେ ନୁହେଁ” (ୟୁଡିବି)
# ତୁମ୍ଭମାନଙ୍କର ଇଚ୍ଛା କ'ଣ?
ପାଉଲ କରିନ୍ଥୀୟମାନଙ୍କୁ ଶେଷ ଅନୁରୋଧ କରୁଥିଲେ ଯେପରି କରିନ୍ଥୀୟମାନେ କରିଥିବା ଭୁଲ୍ ନିମନ୍ତେ କରିନ୍ଥୀୟମାନଙ୍କୁ ସେ ଭର୍ତ୍ସନା କରି ଆସୁଛନ୍ତି। ଏଠାରେ: “ମୋତେ କୁହ ବର୍ତ୍ତମାନ କଅଣ ହେଉ ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ମୁଁ ବେତ ଘେନି ତୁମ୍ଭମାନଙ୍କ ନିକଟକୁ ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନି ଯିବି
ପାଉଲ କରିନ୍ଥୀୟମାନଙ୍କୁ ପ୍ରସ୍ତାବ ଦେଉଛନ୍ତି ଯେ, ଯେତେବେଳେ ସେମାନଙ୍କ ନିକଟକୁ ସେ ଯିବେ ଦୁଇ ବିପରୀତ ମନୋଭାବ ମଧ୍ୟରୁ ଗୋଟିଏ ସେ ବ୍ୟବହାର କରି ପାରନ୍ତି।
ଏଠାରେ: “ମୁଁ ତୁମ୍ଭମାନଙ୍କ ନିକଟକୁ ନିଷ୍ଠୁରତାର ଶିକ୍ଷା ନେଇ ଯିବି ବୋଲି ତୁମ୍ଭେମାନେ ଇଚ୍ଛା କର, ଅବା ମୁଁ ତୁମ୍ଭମାନଙ୍କୁ ପ୍ରେମ ଦେଖାଇବାକୁ ଓ ମୃଦୁତାର ସହିତ ତୁମ୍ଭମାନଙ୍କୁ ବ୍ୟବହାର କରିବାକୁ ଯିବି ବୋଲି ତୁମ୍ଭେମାନେ ଇଚ୍ଛା କର।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ମୃଦୁତା
ଏଠାରେ: “ଅନୁକମ୍ପା” ଅଥବା “କୋମଳତା”