Door43-Catalog_or_tn/1CO/04/14.md

1.7 KiB

ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହିସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ସଂଶୋଧନ କରିବା ନିମନ୍ତେ

ଏଠାରେ: “ମୋହର ଅଭିପ୍ରାୟ ନାହିଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ, କିନ୍ତୁ ତୁମ୍ଭମାନଙ୍କ ଉନ୍ନତି ନିମନ୍ତେ” ଅଥବା “ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବାକୁ ଚେଷ୍ଟା କରୁ ନାହିଁ, କିନ୍ତୁ ତୁମ୍ଭମାନଙ୍କୁ ସଂଶୋଧନ କରିବାକୁ ଚାହୁଁଛି।” (ୟୁଡିବି)

ଦଶ ସହସ୍ର ଶିକ୍ଷକ

ଏକ ଆତ୍ମିକ ପିତାଙ୍କ ମହତ୍ତ୍ଵକୁ ଗୁରୁତ୍ଵ ଦେବା ନିମନ୍ତେ ବହୁ ଲୋକଙ୍କ ଉତ୍ସାହ ତାଙ୍କୁ ପ୍ରେରଣା ଦେଉଥିଲା। (ଦେଖନ୍ତୁ: ଅତ୍ୟୁକ୍ତି)

ସନ୍ତାନ…ପିତା

ପାଉଲ କରିନ୍ଥୀୟ ମାନଙ୍କ ପିତା ସଦୃଶ ଖ୍ରୀଷ୍ଟଙ୍କ ଠାରେ ସେମାନଙ୍କୁ କଢ଼ାଇଵା ନିମନ୍ତେ ନେତୃତ୍ଵ ନେଇଥିଲେ। (ଦେଖନ୍ତୁ: ଉପମା)

ସଂଶୋଧନ

ଏଠାରେ: “ଉନ୍ନତି” ଅଥବା “ଅଧିକତର ଭଲ କରିବା”

ଅନୁରୋଧ

ଏଠାରେ: “ଦୃଢ଼ଭାବେ ପ୍ରୋତ୍ସାହନ” କିମ୍ବା “ଦୃଢ଼ଭାବେ ପରାମର୍ଶ”