Door43-Catalog_or_tn/1CO/04/08.md

13 lines
1.8 KiB
Markdown

# ଇତିମଧ୍ୟରେ
ପାଉଲ ତାହାଙ୍କ ପ୍ରସଙ୍ଗକୁ ପ୍ରକାଶ କରିବା ନିମନ୍ତେ ବ୍ୟଙ୍ଗୋକ୍ତିକୁ ବ୍ୟବହାର କରନ୍ତି।
# ପ୍ରେରିତ ଯେ ଆମ୍ଭେମାନେ, ଈଶ୍ଵର ଆମ୍ଭମାନଙ୍କୁ ପ୍ରଦର୍ଶନ କରିଅଛନ୍ତି … ପାଉଲ ଦୁଇ ପ୍ରକାରେ ବ୍ୟକ୍ତ କରନ୍ତି ଯେ, କିପରି ଈଶ୍ଵର ଆପଣା ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି ଯେପରି ଜଗତ ଦେଖିବ। (ଦେଖନ୍ତୁ: ସମାନ୍ତରତା)
# ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ପ୍ରଦର୍ଶନ କରିଅଛନ୍ତି
ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ଅପମାନିତ କରାଯାଉଥିବା ରୋମୀ ସେନା ଶୋଭାଯାତ୍ରାରେ ସର୍ବଶେଷର ବନ୍ଦୀ ସଦୃଶ ଈଶ୍ଵର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି। (ଦେଖନ୍ତୁ: ଉଦାହରଣ)
# ମୃତ୍ୟୁମୁଁଖରେ ସମର୍ପିତ ଲୋକମାନଙ୍କ ସଦୃଶ
ମୃତ୍ୟୁଦଣ୍ଡର ସମ୍ମୁଁଖିନ ହେଉଥିବା ଲୋକମାନଙ୍କ ସଦୃଶ ଈଶ୍ଵର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି। (ଦେଖନ୍ତୁ:ଉଦାହରଣ)
# ଦୂତମାନଙ୍କ ଓ ମନୁଷ୍ୟମାନଙ୍କ
ଅଲୌକିକ ଓ ସାଧାରଣ ମନୁଷ୍ୟ ଉଭୟଙ୍କୁ।