Door43-Catalog_or_tn/1CO/04/06.md

16 lines
2.5 KiB
Markdown

# ତୁମ୍ଭମାନଙ୍କ ନିମନ୍ତେ
“ତୁମ୍ଭମାନଙ୍କ ‍ମଙ୍ଗଳ ନିମନ୍ତେ”
# ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ
“ଯାହା ଧର୍ମଶାସ୍ତ୍ରରେ ଲିଖିତ ଅଛି, ତାହାର ବିପରୀତ କାର୍ଯ୍ୟ କରନାହିଁ”
(ଟିଏଫଟି)
# କାରଣ କିଏ ତୁମ୍ଭମାନଙ୍କ ଓ ଅନ୍ୟମାନଙ୍କ ମଧ୍ୟରେ ପ୍ରଭେଦ ଦେଖେ ?
ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କଲେ ଯେ, ପାଉଲଙ୍କ ଦ୍ଵାରା ବା ଆପଲ୍ଲଙ୍କ ଦ୍ଵାରା ସୁସମାଚାରରେ ବିଶ୍ଵାସ ନିମନ୍ତେ ସେମାନେ ଶ୍ରେଷ୍ଠ ବୋଲି କିଏ ବିଚାର କରେ। ଏଠାରେ: “ତୁମ୍ଭେମାନେ ଅନ୍ୟ ମନୁଷ୍ୟ ଠାରୁ ଶ୍ରେଷ୍ଠ ନୁହଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଯାହା ତୁମ୍ଭେ ଦାନ ସ୍ଵରୂପେ ପାଇଁ ନାହଁ, ଏପରି ତୁମ୍ଭର କ'ଣ ଅଛି?
ପାଉଲ ଗୁରୁତ୍ଵ ଦିଅନ୍ତି ଯେ ସେମାନଙ୍କ ନିକଟରେ ଯାହା ଅଛି ତାହା ବିନାମୂଲ୍ୟରେ ଈଶ୍ଵର ସେମାନଙ୍କୁ ଦେଇଅଛନ୍ତି। ଏଠାରେ: “ଯେଉଁ ସମସ୍ତ ବିଷୟ ତୁମ୍ଭମାନଙ୍କର ଅଛି, ସେହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଈଶ୍ଵର ଦେଇଅଛନ୍ତି!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# କାହିଁକି ବୃଥା ଗର୍ବ କରୁଅଛ ଯେପରି କି ତୁମ୍ଭେ କିଛି କରିଅଛ?
ଯାହା ସେମାନେ ପାଇଛନ୍ତି ସେ ବିଷୟରେ ବୃଥା ଗର୍ବ କରୁଥିବାରୁ ସେମାନଙ୍କୁ ପାଉଲ ଭର୍ତ୍ସନା କରନ୍ତି। ଏଠାରେ: “ତୁମ୍ଭମାନଙ୍କର କୌଣସି ଅଧିକାର ନାହିଁ ବୃଥା ଗର୍ବ କରିବା ନିମନ୍ତେ” କିମ୍ବା “କୌଣସି ପ୍ରକାରେ ବୃଥା ଗର୍ବ କର ନାହିଁ।” (ଦେଖନ୍ତୁ:
ପ୍ରଭାବିତ ପ୍ରଶ୍ନ)