Door43-Catalog_or_tn/1CO/03/10.md

2.3 KiB

ମୋତେ ଦତ୍ତ ଈଶ୍ଵରଙ୍କ ଅନୁଗ୍ରହ ଅନୁସାରେ

“ଈଶ୍ଵରଙ୍କ କାର୍ଯ୍ୟ ଅନୁଯାଇ ମୋତେ କରିବା ନିମନ୍ତେ ବିନାମୂଲ୍ୟରେ ଦେଇଅଛନ୍ତି ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମୁଁ ଭିତ୍ତିମୂଳ ସ୍ଥାପନ କରିଅଛି

ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ଏବଂ ପରିତ୍ରାଣ ବିଷୟକ ତାଙ୍କ ଶିକ୍ଷାକୁ, ଗୃହ ନିର୍ମାଣ ନିମନ୍ତେ ଭିତ୍ତିମୂଳ ସ୍ଥାପନ ସହିତ ସମାନ ବୋଲି ପାଉଲ ବିଚାର କରନ୍ତି।(ଦେଖନ୍ତୁ: ଉଦାହରଣ)

ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି

ଅନ୍ୟଜଣେ କର୍ମୀ ମଣ୍ଡଳୀର “ନିର୍ମାଣ” କାର୍ଯ୍ୟକୁ ଆତ୍ମିକ ଭାବେ ଏହି ବିଶ୍ଵାସୀ ମାନଙ୍କ ସାହାଯ୍ୟରେ ଜାରି ରଖେ। (ଦେଖନ୍ତୁ: ଉଦାହରଣ)

ପ୍ରତ୍ୟେକ ଲୋକ

ଏହା ସାଧାରଣତଃ ଈଶ୍ଵରଙ୍କ କାର୍ଯ୍ୟକାରୀ ମାନଙ୍କୁ ଦର୍ଶାଏ। ଏଠାରେ: “ପ୍ରତ୍ୟେକ ଲୋକ ଯେଉଁମାନେ ଈଶ୍ଵରଙ୍କ ସେବା କରନ୍ତି”

ଯାହା ସ୍ଥାପିତ ହୋଇଅଛି ତାହା ବ୍ୟତିତ

ଏକ ଗୃହ, ତାହାର ଭିତ୍ତିମୂଳ ଉପରେ ନିର୍ମାଣ ହେଲା ପରେ, ସେହି ଭିତ୍ତିମୂଳ ପରିବର୍ତ୍ତନ କରିହୁଏ ନାହିଁ। ଏହି ଘଟଣାରେ, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି କରିନ୍ଥୀୟ ମଣ୍ଡଳୀର ଆତ୍ମିକ ଭିତ୍ତିମୂଳ, ଯାହା ପାଉଲଙ୍କ ଦ୍ଵାରା ନିର୍ମିତ। ଏଠାରେ: “ଭିତ୍ତିମୂଳ ବ୍ୟତୀତ, ମୁଁ, ପାଉଲ, ସ୍ଥାପନ କରିଅଛି ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)