Door43-Catalog_or_tn/1CO/03/06.md

1.5 KiB

ରୋପଣ କରିଅଛି

ଈଶ୍ଵରଙ୍କ ଜ୍ଞାନ ଏକ ବୀଜ ତୁଲ୍ୟ ଯାହା ବୃଦ୍ଧି ହେବା ନିମନ୍ତେ ରୋପଣ କରିବା ଆବଶ୍ୟକ। (ଦେଖନ୍ତୁ: ଉଦାହରଣ)

ଜଳ ସେଚନ କରିଅଛନ୍ତି

ଯେପରି ବୀଜକୁ ପାଣିର ଆବଶ୍ୟକ, ବିଶ୍ଵାସକୁ ବୃଦ୍ଧି ସାଧନ କରିବା ନିମନ୍ତେ ଅତିରିକ୍ତ ଶିକ୍ଷାର ଆବଶ୍ୟକ। (ଦେଖନ୍ତୁ: ଉଦାହରଣ)

ବୃଦ୍ଧି ସାଧନ

ଯେପରି ଗଛ ବଢ଼େ ଓ ସମ୍ପୂର୍ଣ୍ଣ ବୃଦ୍ଧି ହୁଏ, ସେହିପରି ମଧ୍ୟ ଈଶ୍ଵରଙ୍କ ଠାରେ ବିଶ୍ଵାସ ଓ ଈଶ୍ଵରଙ୍କ ଜ୍ଞାନ ବଢ଼େ, ଏବଂ ଗଭୀରତର ଓ ଶକ୍ତିଶାଳୀ ହୁଏ। (ଦେଖନ୍ତୁ: ଉଦାହରଣ)

ଯେ ରୋପଣ କରେ...ସେ କିଛି ନୁହେଁ, କିନ୍ତୁ ଏହା ବୃଦ୍ଧି ସାଧନ କରନ୍ତି ଯେ ଈଶ୍ଵର, ସେ ସାର।

ପାଉଲ ଜୋର ଦିଅନ୍ତି ଯେ ବିଶ୍ଵାସୀମାନଙ୍କ ଆତ୍ମିକ ବୃଦ୍ଧି ସାଧନ ନିମନ୍ତେ ସେ ଏବଂ ଆପଲ୍ଲ ଉତ୍ତରଦାୟୀ ନୁହନ୍ତି କିନ୍ତୁ ଏହା ଈଶ୍ଵରଙ୍କ କାର୍ଯ୍ୟ ଅଟେ।