Door43-Catalog_or_tn/1CO/03/01.md

1.9 KiB

ଆତ୍ମିକମନା ଲୋକ

ଯେଉଁଲୋକେ ଆତ୍ମାଙ୍କ ଶକ୍ତିରେ ଜୀବନଯାପନ କରନ୍ତି।

ଶାରୀରିକ ଲୋକ

ନିଜ ଇଚ୍ଛାନୁସାରେ ଚାଲିବା ଲୋକମାନେ।

ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ

କରିନ୍ଥୀୟ ମାନଙ୍କ ବୟସକୁ ଏବଂ ଭାବନା ଶକ୍ତିକୁ ଶିଶୁମାନଙ୍କ ସହିତ ତୁଳନା କରାଯାଉଛି। ଏଠାରେ: “ଖ୍ରୀଷ୍ଟଙ୍କଠାରେ ଶିଶୁ ପରି ବିଶ୍ଵାସୀଙ୍କ ସଦୃଶ” (ଦେଖନ୍ତୁ: ଉଦାହରଣ)

ମୁଁ ତୁମ୍ଭମାନଙ୍କୁ ଦୁଗ୍ଧ ପାନ କରାଇ ମାଂସ ଦେଲି ନାହିଁ

ଦୁଗ୍ଧ ପାନ କରୁଥିବା ଶିଶୁମାନଙ୍କ ସଦୃଶ୍ୟ କରିନ୍ଥୀୟମାନେ କେବଳ ସରଳ ସତ୍ୟତାଗୁଡିକ ଗ୍ରହଣ କରି ପାରନ୍ତି। ବର୍ତ୍ତମାନ ଖାଦ୍ୟ ଖାଇ ପାରୁଥିବା ବୟସ୍କ ଶିଶୁମାନଙ୍କ ସଦୃଶ କରିନ୍ଥୀୟମାନେ ପ୍ରଗାଢ଼ ସତ୍ୟତାଗୁଡିକ ବୁଝିବା ନିମନ୍ତେ ଯଥେଷ୍ଟ ପରିପକ୍ଵ ନୁହନ୍ତି। (ଦେଖନ୍ତୁ: ଉଦାହରଣ)

ତୁମ୍ଭେମାନେ ପ୍ରସ୍ତୁତ ନୁହଁ

“ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ବିଷୟକ ଦୃଢ଼ ଶିକ୍ଷାଗୁଡିକ ବୁଝିବା ନିମନ୍ତେ ତୁମ୍ଭେମାନେ ପ୍ରସ୍ତୁତ ନୁହଁ” (ଦେଖନ୍ତୁ: ସ୍ପଷ୍ଟ ଏବଂ ଅବ୍ୟକ୍ତ)