Door43-Catalog_or_tn/1CO/02/12.md

8 lines
1.2 KiB
Markdown

# କିନ୍ତୁ ଆମ୍ଭେମାନେ
“ଆମ୍ଭେମାନେ” ପାଉଲ ଏବଂ ତାଙ୍କ ଶ୍ରୋତାଗଣ ଉଭୟେ ଅନ୍ତର୍ଭୁକ୍ତ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)
# ଈଶ୍ଵରଙ୍କ ଦ୍ଵାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ହୋଇଅଛି
“ତାହା ଈଶ୍ଵର ଆମ୍ଭମାନଙ୍କୁ ଅନୁଗ୍ରହରେ ଦେଲେ” କିମ୍ବା “ତାହା ଈଶ୍ଵର ଆମ୍ଭମାନଙ୍କୁ ଅନୁଗ୍ରହରେ ଦେଇଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଆତ୍ମିକ ଜ୍ଞାନ ସହିତ ଆତ୍ମିକ ବାକ୍ୟଗୁଡିକୁ ଆତ୍ମା ବ୍ୟାଖ୍ୟା କରନ୍ତି
ପବିତ୍ରଆତ୍ମା ଈଶ୍ଵରଙ୍କ ସତ୍ୟତାକୁ ଆତ୍ମାଙ୍କ ନିଜ ବାକ୍ୟ ଦ୍ଵାରା ବିଶ୍ଵାସୀମାନଙ୍କୁ ଜଣାନ୍ତି ଏବଂ ତାଙ୍କ ନିଜ ଜ୍ଞାନ ସେମାନଙ୍କୁ ଦିଅନ୍ତି।