Door43-Catalog_or_tn/1CO/02/08.md

1.2 KiB

ଗୌରବର ପ୍ରଭୁ

“ଯୀଶୁ, ଗୌରବମୟ ପ୍ରଭୁ”

ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ମନରେ ଯାହା କଳ୍ପନା କରାଯାଇ ନାହିଁ ସେସମସ୍ତ ବିଷୟ

ଏକ ବ୍ୟକ୍ତିର ସମସ୍ତ ଅଂଶର ତ୍ରୟୀକୁ ଦର୍ଶାଏ ଯାହାକୁ ଗୁରୁତ୍ଵ ଦିଆଯାଉଛି ଯେ, କୌଣସି ମନୁଷ୍ୟ କେବେ ଅବଗତ ହୋଇ ନାହିଁ ଏପରି ବିଷୟଗୁଡିକ ଈଶ୍ଵର ପ୍ରସ୍ତୁତ କରିଅଛନ୍ତି (ଦେଖନ୍ତୁ:ଲାକ୍ଷଣିକ ଶବ୍ଦ)

ଯେସମସ୍ତ ବିଷୟ ଈଶ୍ଵର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି

ପ୍ରଭୁ ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରଶଂସନୀୟ ଅପ୍ରତ୍ୟାଶିତ ବିଷୟ ଗୁଡିକ ସୃଷ୍ଟି କରିଅଛନ୍ତି।