Door43-Catalog_or_tn/1CO/02/01.md

734 B

ବକ୍ତୃତାର ଉତ୍କୃଷ୍ଟତା

ବକ୍ତୃତାର ଶୈଳୀ, ପ୍ରବର୍ତାଇବା ନିମନ୍ତେ ସମର୍ଥ ଓ ମନୋହରତା ଅଟେ।

କୌଣସି ବିଷୟ ନ ଜାଣିବାକୁ

ପାଉଲ ମାନବର କଳ୍ପନା ଅପେକ୍ଷା କୃଶରେ ହତ ଖ୍ରୀଷ୍ଟଙ୍କୁ କେନ୍ଦ୍ରିତ କଲେ। କହିବା ଦ୍ଵାରା ସେ “ନ ଜାଣିବାକୁ … ଖ୍ରୀଷ୍ଟଙ୍କ ବ୍ୟତିତ” ସମ୍ପୁର୍ଣ ଭାବେ ଖ୍ରୀଷ୍ଟ କେନ୍ଦ୍ରିତ ହେବାକୁ ସେ ଗୁରୁତ୍ଵ ଦିଅନ୍ତି।