Door43-Catalog_or_tn/1CO/01/26.md

2.0 KiB

ତୁମ୍ଭମାନଙ୍କ ଈଶ୍ଵରଙ୍କ ଆହ୍ଵାନ

“ସାଧୁ ହେବା ନିମନ୍ତେ ଈଶ୍ଵର କିପରି ତୁମ୍ଭମାନଙ୍କୁ ଆହ୍ଵାନ କରି ଅଛନ୍ତି।”.

ତୁମ୍ଭମାନଙ୍କ ମଧ୍ୟରେ ଅନେକଙ୍କୁ ନୁହେଁ

“ ତୁମ୍ଭମାନଙ୍କ ମଧ୍ୟରେ କେବଳ ଅଳ୍ପ ଲୋକଙ୍କୁ”

ସାଂସାରିକ ମତାନୁସରେ

“ଲୋକଙ୍କ ନ୍ୟାୟ” କିମ୍ବା “ଲୋକଙ୍କ ଭାବନାରେ କ'ଣ ଭଲ”

କୁଳୀନ ଜନ୍ମର

“ବିଶେଷ, କାରଣ ତୁମ୍ଭମାନଙ୍କ ପରିବାର ଗୁରୁତ୍ଵପୁର୍ଣ୍ଣ ଅଟେ” କିମ୍ବା “ରାଜକୀୟ”

ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଈଶ୍ଵର ଜଗତର ମୁଁର୍ଖ ବିଷୟସବୁ ମନୋନୀତ କଲେ

ଈଶ୍ଵର ନମ୍ର ଲୋକମାନଙ୍କୁ ମନୋନୀତ କଲେ ବ୍ୟବହାର କରିବା ନିମନ୍ତେ ଯେପରି ଯିହୁଦୀ ନେତାମାନେ ଅଗୁରୁତ୍ଵପୁର୍ଣ୍ଣ ବୋଲି ବିଶ୍ଵାସ କରିବେ, ଏହା ସୁନିଶ୍ଚିତ କରେ ଯେ, ଈଶ୍ଵରଙ୍କ ନିମନ୍ତେ ଏହି ନେତାମାନେ ଅନ୍ୟମାନଙ୍କ ଠାରୁ ଅଧିକ ଗୁରୁତ୍ଵପୁର୍ଣ୍ଣ ନୁହନ୍ତି।

ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ଵର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ।

ପୁର୍ବ ବାକ୍ୟର କଳ୍ପନାକୁ ଅନ୍ୟ ଶବ୍ଦରେ ପୁନରାବୃତ୍ତି। (ଦେଖନ୍ତୁ: ସମାନ୍ତରତା)