Door43-Catalog_or_tn/1CO/01/24.md

1.5 KiB

ଯେଉଁମାନଙ୍କୁ ଈଶ୍ଵର ଆହୂତ କରିଅଛନ୍ତି ସେମାନଙ୍କୁ

“ଲୋକମାନଙ୍କୁ ଈଶ୍ଵର ଆହ୍ଵାନ କରନ୍ତି”

ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ

ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁ” ଅଥବା “ଆମ୍ଭେମାନେ ସମସ୍ତ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହୁ।”

ଖ୍ରୀଷ୍ଟ ଈଶ୍ଵରଙ୍କ ଶକ୍ତି ଓ ଈଶ୍ଵରଙ୍କ ଜ୍ଞାନ ଅଟନ୍ତି

ଜଣେ ବ୍ୟକ୍ତି ଯାହାଙ୍କ ଦ୍ଵାରା ଈଶ୍ଵର ନିଜ ଶକ୍ତି ଓ ଜ୍ଞାନକୁ ପ୍ରକାଶ କରନ୍ତି।

ଈଶ୍ଵରଙ୍କ ମୁଁର୍ଖତା… ଈଶ୍ଵରଙ୍କ ଦୁର୍ବଳତା

ଏହା ଈଶ୍ଵରଙ୍କ ସ୍ଵଭାବ ଏବଂ ମନୁଷ୍ୟର ସ୍ଵଭାବ ମଧ୍ୟରେ ଏକ ବିରୋଦ୍ଧଭଷ ଅଟେ। ଯଦିଓ ଈଶ୍ଵରଙ୍କ ଠାରେ କୌଣସି ମୁଁର୍ଖତା କିମ୍ବା ଦୁର୍ବଳତା ଥାଏ, ତାଙ୍କ ଦୁର୍ବଳତା ମନୁଷ୍ୟର ଉତ୍ତମ ସ୍ଵଭାବ ଠାରୁ ମଧ୍ୟ ସର୍ବୋତ୍ତମ ଅଟେ।