Door43-Catalog_or_tn/JAS/05/19.md

2.8 KiB

ଭାଇମାନେ

ମୋର ସହ ବିଶ୍ୱାସୀମାନେ “

ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ , କିନ୍ତୁ କେହିଜଣେ ତାହାକୁ ଫେରାଇ ଆଣେ

ଏହା ଗୋଟିଏ ତୁଳନାତ୍ମକ ଅଟେ ଯେ ଜଣେ ବିଶ୍ୱାସୀ ଈଶ୍ୱରଙ୍କୁ ମାନିବାରେ ଅବରୋଧ କରିବା ସହ ଗୋଟିଏ ମେଷ ରାସ୍ତା ଭ୍ରାନ୍ତ ହୋଇ ଯେ ଗୋଠରୁ ଅନ୍ୟ ମାର୍ଗରେ ଯିବା ସହ ତୁଳନା କରେ | ଗୋଟିଏ ସହ ବିଶ୍ୱାସୀ ଯିଏ ତାଙ୍କୁ ପୁନର୍ବାର ଆଜ୍ଞାଧିନ ହେବାରେ ସାହାର୍ଯ୍ୟ କରନ୍ତି ମେଷପାଳକ ଯିଏ ମେଷକୁ ସଠିକ୍ ରାସ୍ତାକୁ ଫେରାଇ ଆଣନ୍ତି | ଏହିଭଳି ଅନୁବାଦ କରିପାର “ଯଦି କେହି ଈଶ୍ୱରଙ୍କୁ ମାନିବାରେ ଅବରୋଧ କରେ , କିନ୍ତୁ ଅନ୍ୟ ବ୍ୟକ୍ତି ତାଙ୍କୁ ପୁନରାୟ ଆଜ୍ଞାଧିନ ହୋଇ ଫେରିବାରେ ସାହାର୍ଯ୍ୟ କରନ୍ତି” | (ଦେଖ: ତୁଳନାତ୍ମକ)

ତାହାଙ୍କୁ ଜାଣ

“ ଜାଣିବାରେ ଜଣେ ଯିଏକି ତାହାଙ୍କୁ ଫେରାଇ ଆଣେ ”

ଜଣେ ପାପୀ ତାହାର ମନ୍ଦ ପଥରୁ କାଢି ଆଣେ

“ଜଣେ ପାପୀକୁ ଈଶ୍ୱରଙ୍କୁ ଅଗୌରବ କରେ ଯେ ଗୋଟିଏ ଜୀବନ୍ତ ପଥରେ ଅବରୋଧ କରେ”

ମୃତ୍ୟୁରୁ ତାହାର ଆତ୍ମା ଉଦ୍ଧାର ପାଇବ ଏବଂ ଗୋଟିଏ ବହୁତ ପାପ ଆଚ୍ଛାଦନ କରିବ

ଏଠାରେ, ଯାକୁଵ “ଆତ୍ମା” ଶବ୍ଦଟି ବ୍ୟବହାର କରି ଦେଖନ୍ତି ଏହି ମୃତ୍ୟୁ ଠିକ୍ ଶାରୀରିକ ମୃତ୍ୟୁଠାରୁ ଅଧିକା ଅଟେ | “ଆତ୍ମା ” ଶବ୍ଦଟି ଯିଏ ପାପ କରୁଅଛି ବ୍ୟକ୍ତିଟିକୁ ବୁଝାଏ | ଏଠାରେ, “ମୃତ୍ୟୁ” ଆତ୍ମିକ ମୃତ୍ୟୁକୁ ବୁଝାଏ | ଏହିଭଳି ଭାବେ ଅନୁବାଦ କରିପାର “ ପାପୀ ଆତ୍ମିକ ମୃତ୍ୟୁଠାରୁ ଉଦ୍ଧାର ହେବ ,ଏବଂ ପାପୀର ସମସ୍ତ ପାପଗୁଡିକ ସତ୍ତ୍ୱେ ଈଶ୍ୱର କ୍ଷମା କରିବେ” |(ଦେଖ: ଧର୍ମସମ୍ବନ୍ଧୀୟ ସମାଜ)