Door43-Catalog_or_tn/JAS/05/13.md

1.8 KiB

ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ଦୁଃଖଭୋଗ କରୁଅଛି ? ସେ ନିଶ୍ଚିତ ପ୍ରାର୍ଥନା କରିବା ଉଚିତ

“ଯଦି କେହି ଦୁଃଖଭୋଗ କରୁଅଛି, ସେ ପ୍ରାର୍ଥନା କରିବା ଉଚିତ”|

କେହି କଅଣ ଆନନ୍ଦିତ ଅଟେ ? ସେ ଗୀତ ଗାନ କରୁ

“ଯଦି କେହି ଜଣେ ଆନନ୍ଦିତ, ସେ ପ୍ରଶଂସାର ଗୀତଗୁଡିକ ଗାଇବା ଉଚିତ ”|

ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ପୀଡିତ ? ସେ ଡକାଉ

“ଯଦି କେହି ପୀଡିତ ଅଛି, ସେ ଡାକିବା ଉଚିତ ”|

ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ଏବଂ ପ୍ରଭୁ ତାହାକୁ ଉଠାଇବେ

ଯେତେବେଳେ ବିଶ୍ୱାସୀମାନଙ୍କ ରୋଗୀ ଲୋକଙ୍କ ପାଇଁ ପ୍ରାର୍ଥନା , ପ୍ରଭୁ ତାହାକୁ ଉଠାଇବେ ଯେତେବେଳେ ବିଶ୍ୱାସୀମାନଙ୍କ ରୋଗୀ ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତି ସେମାନଙ୍କର ପ୍ରାର୍ଥନା ଶୁଣି ସେହି ଲୋକମାନଙ୍କୁ ସୁସ୍ଥ କରିବେ | ଏହିଭଳି ଅନୁବାଦ କରିପାରନ୍ତି “ପ୍ରଭୁ ବିଶ୍ୱାସୀମାନଙ୍କ ବିଶ୍ୱାସଯୁକ୍ତ ପ୍ରାର୍ଥନା ଶୁଣିବେ , ସେ ରୋଗୀଙ୍କୁ ସୁସ୍ଥ କରିବେ”|