Door43-Catalog_or_tn/JAS/05/12.md

1.7 KiB

ସମସ୍ତ ଉପରେ

ଏହା ଗୋଟିଏ ଉକ୍ତି ଅଟେ ଯେ ଅନୁବାଦ କରିପାର “ଏହା ମୂଖ୍ୟ ଅଟେ ” ବା “ବିଶେଷତଃ”

ମୋର ଭାଇମାନେ

“ମୋର ସହ ବିଶ୍ୱାସୀମାନେ ”

ଶପଥ କର ନାହିଁ

“ଶପଥ” କରିବାକୁ କହେ ଯେ ତୁମ୍ଭେମାନେ ଏହା କର ଏବଂ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ନିକଟରେ ଉତ୍ତରଦାୟୀ ହେବା | ଅନ୍ୟ ଭାଷାନ୍ତରରେ: “ଗୋଟିଏ ପ୍ରତିଜ୍ଞା କର ନାହିଁ ” ବା “ଗୋଟିଏ ସଂକଳ୍ପ କର ନାହିଁ ”

ସ୍ୱର୍ଗ ବା ପୃଥିବୀର ହେଉ

“ସ୍ୱର୍ଗ” ଏବଂ “ପୃଥିବୀ” ଶବ୍ଦଗୁଡିକର ମୂଳସୂଚକ ଶବ୍ଦଗୁଡିକ ଅଟେ ଯେ ସ୍ୱର୍ଗ ବା ପୃଥିବୀର ଶକ୍ତିଗୁଡିକକୁ ବୁଝାଏ | ଦେଖ: ଇଉଡିବି. (ଦେଖ: ମୂଳସୂଚକ ଶବ୍ଦ)

ତୁମ୍ଭମାନଙ୍କ “ ହଁ " କଥା “ ହଁ " ହେଉ ଏବଂ “ ନା " କଥା “ ନା " ହେଉ

ଏହିଭଳି ଅନୁବାଦ କରିପାରିବ “ତୁମ୍ଭେ ଯାହା କୁହ ବିନା ଏକ ସଂକଳ୍ପ କରି ତୁମେ କରିବ ”|

ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ

“ଯେପରି ଈଶ୍ୱର ତୁମ୍ଭମାନଙ୍କୁ ଦଣ୍ଡ ନ ଦେବେ ”