Door43-Catalog_or_tn/JAS/05/01.md

4.5 KiB

ତୁମ୍ଭେମାନେ ଯିଏକି ଧନୀ ଅଟ

ଏହା ଧନୀଶ୍ରେଣୀର ବିଶ୍ୱାସୀଦଳ ୧: ୧୦ ର ଭଳି ନୁହନ୍ତି |ଏଠାରେ, ଯାକୁଵ ଧନୀ ଲୋକଙ୍କୁ କହୁଛନ୍ତି ଯିଏକି ଈଶ୍ୱରଙ୍କୁ ମାନନ୍ତି ନାହିଁ |ଏହା ବହିର୍ଭୁତ ତିଆରି ହୋଇପାରେ : “ତୁମ୍ଭେମାନେ ଯିଏକି ଧନୀ ଅଟ ଏବଂ |” ଦେଖ: ବହିର୍ଭୁତ ଏବଂ ଅକଥିତ)

କୃପଣତା ଆପଣମାନଙ୍କ ଉପରକୁ ଆସୁଅଛି

ଯେତେବେଳେ ଏହା ଧନୀଶ୍ରେଣୀ ଲୋକଙ୍କ ଉପରକୁ ଆସୁଅଛି ବହିର୍ଭୁତ ତିଆରି ହୋଇପାରେ: “ଭୟଙ୍କର ବିଷୟଗୁଡିକ ତୁମ୍ଭମାନଙ୍କ ଉପରକୁ ଆସୁଅଛି ଯେତେବେଳେ ଈଶ୍ୱର ପ୍ରତ୍ୟେକଙ୍କୁ ବିଚାର କରନ୍ତି |”

ତୁମ୍ଭମାନଙ୍କର ସମ୍ପତ୍ତିକ୍ଷୟ ପାଇଲାଣି ଏବଂ ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି | ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି

ଯାକୁଵ, ଏହି ଧନଗୁଡିକ ଓ ବସ୍ତ୍ରଗୁଡିକ ଶାରୀରିକ ଭାବେ କ୍ଷୟ ପାଇଅଛି, ଅର୍ଥରେ କହନ୍ତି ନାହିଁ | ସେ ଦର୍ଶାଉଛନ୍ତି ଆଜିକାଲି ସେମାନଙ୍କର କୌଣସି ଆତ୍ମିକ ମୂଲ୍ୟ ରହିନାହିଁ ଏବଂ ସେମାନେ ନିଶ୍ଚିତଭାବରେ କେବଳ କିଛି ମୁହୂର୍ତ୍ତ ପାଇଁ ଦୃଶ୍ୟମାନ ହେବେ | ଏହିଭଳି ଅନୁବାଦ ହୋଇପାରେ “ସମସ୍ତ ବିଷୟ ତୁମେ ଚିନ୍ତା କର ମୂଲ୍ୟବାନ ଥିଲା ଏବଂ ତୁମକୁ ଉଚ୍ଚପଦସ୍ଥ କଲା ମୂଲ୍ୟହୀନ ଅଟେ ଏବଂ କେବଳ କିଛି ମୁହୂର୍ତ୍ତ ପାଇଁ ଦୃଶ୍ୟମାନ ହେବେ ”|

ଆଉ ସେମାନଙ୍କର କଳଙ୍କ ତୁମ୍ଭ ବିପକ୍ଷରେ ପରୀକ୍ଷା କରିବ

ଏଠାରେ, “ତୁମ୍ଭ ବିପକ୍ଷରେ ପରୀକ୍ଷା ହେବ” ଏହି ସମ୍ପତ୍ତିଗୁଡିକ ବ୍ୟକ୍ତିରୂପେ ବର୍ଣ୍ଣନା କରେ ଯିଏ ଜଣେ ବିଚାରକ ଛାମୁରେ ଯାଏ ଏବଂ ଜଣେ ବ୍ୟକ୍ତି ନିୟମଭଗ୍ନକାରୀ ଦଣ୍ଡିତ ହୁଏ | ଏହିଭଳି ଅନୁବାଦ ହୋଇପାରେ “ଏବଂ ଯେତେବେଳେ ତୁମ୍ଭମାନଙ୍କର ସମସ୍ତ କ୍ଷୟପ୍ରାପ୍ତ ଧନ ଦୋଷୀବ୍ୟକ୍ତିରୂପେ ଈଶ୍ୱର ତୁମକୁ ବିଚାର କରନ୍ତି ”| (ଦେଖ:ବ୍ୟକ୍ତିତ୍ୱ)

ଆଉ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ

ଏଠାରେ, କ୍ଷୟପ୍ରାପ୍ତ ସମ୍ପତ୍ତି ସମସ୍ତ ବିଷୟକୁ ଧ୍ୱଂସ କରେ ଯେ ଗୋଟିଏ ଅଗ୍ନି ସହ ତୁଳନା କରନ୍ତି | ଏବଂ, “ ଅଗ୍ନି ” ଗୋଟିଏ ତୁଳନା କରେ ଯେ ଈଶ୍ୱରଙ୍କ ଦଣ୍ଡବିଧାନକୁ ବୁଝାଏ |ଏହିଭଳି ଅନୁବାଦ ହୋଇପାରେ “ଆଉ ସେମାନଙ୍କର କାରଣ ଈଶ୍ୱର ତୁମକୁ ଦଣ୍ଡ ଦେବେ”| (ଦେଖ: ଏକଭାବ ଓ ତୁଳନା)

ତୁମ୍ଭମାନଙ୍କର ସଞ୍ଚିତ ଗୁପ୍ତ ଧନ

“ତୁମ୍ଭମାନେ ଏହି ସମସ୍ତ ଧନ ତୁମ୍ଭମାନଙ୍କ ନିମନ୍ତେ ରଖିଅଛ ଏବଂ ଅନ୍ୟମାନଙ୍କ ସହ ଅଂଶୀ କରିଲ ନାହିଁ ”

ଶେଷ ଦିନରେ

ଏହା ଗୋଟିଏ ମୂଳସୂଚକ ଶବ୍ଦ ଯେ ଈଶ୍ୱର ସମସ୍ତଲୋକଙ୍କ ଛାମୁରେ ବିଚାର କରିବା ଠିକ ସମୟକୁ ବୁଝାଏ ”| (ଉଡିବି) (ଦେଖ: ମୂଳସୂଚକ ଶବ୍ଦ)