Door43-Catalog_or_tn/JAS/04/13.md

15 lines
2.4 KiB
Markdown

# ଏକ ବର୍ଷ ପର୍ଯ୍ୟନ୍ତ ରୁହ
ଏହା ଗୋଟିଏ ବାକ୍ୟାଂଶ ଯେ ଅଭଳି ଅନୁବାଦ କରିପାରନ୍ତି “ ଏକ ବର୍ଷ ପର୍ଯ୍ୟନ୍ତ ସେଠାରେ ରୁହ ” | (ଦେଖ:
ଉକ୍ତିଟି)
# ଶୁଣ, ତୁମ୍ଭକୁ କିଏ କହେ
“କେହିଜଣେ କହୁଥାଇପାରେ”
# କିଏ ଜାଣେ କାଲି କଣ ଘଟିପାରେ |ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଗାଳି ଦେଉଛନ୍ତି | ଗୋଟିଏ ଉକ୍ତିରୂପେ ଏହାକୁ ଅନୁବାଦ କରିପାରନ୍ତି : “କେହି ଜାଣନ୍ତି ନାହିଁ କାଲି କଣ ଘଟିବାକୁ ଯିବ”| ((ଦେଖ: ଆଳଙ୍କାରିକ ପ୍ରଶ୍ନ)
# ଏବଂ ଆପଣଙ୍କର ଜୀବନ ଶୈଳୀ କିପ୍ରକାର
ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ତାଙ୍କ ପାଠକଙ୍କୁ ଶାରୀରିକ ଜୀବନ ବିଷୟରେ ଶିକ୍ଷା ଦିଅନ୍ତି | ଗୋଟିଏ ଉକ୍ତିରୂପେ ଏବଂ ଗୋଟିଏ ନୂଆ ବାକ୍ୟ ରୂପେ ଏହାକୁ ଅନୁବାଦ କରିପାରନ୍ତି :
“ ତୁମ୍ଭେମାନେ ଶାରୀରିକ ଜୀବନ ବିଷୟରେ ଚିନ୍ତାକର |”
# କାରଣ ତୁମ୍ଭେମାନେ ବାଷ୍ପ ପରି ଯେଉଁ କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ଲୀନ ହୁଅ |
ଏହା ଗୋଟିଏ ଏକାର୍ଥବୋଧକ ଯେ ତୁଳନା କରେ କିପରି ପାର୍ଥିବ ଶରୀର ବାଷ୍ପ ପରି ଯେଉଁ କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ଲୀନ ହୁଏ | ଏହିଭଳି ଭାବେ ଅନୁବାଦ କରିପାରନ୍ତି “ତୁମ୍ଭେମାନେ ସ୍ଵଳ୍ପ ସମୟ ପାଇଁ ଜୀବିତ ରୁହ ଏବଂ ତୁମ୍ଭେମାନେ ଜାଣ ନାହିଁ କେବେ ତୁମ୍ଭେମାନେ ଦେହାନ୍ତ ହେବ |” (ଦେଖ: ଏକଭାବ)