Door43-Catalog_or_tn/JAS/03/11.md

1.9 KiB

ଯାକୁଵ ଅନୁଧ୍ୟାନ କଲେ ଯେ ଆମର କଥା ଉଭୟ ଆଶୀର୍ବାଦ ଓ ଅଭିଶାପ ହେବା ଉଚିତ ନୁହଁ , ସେ ପ୍ରକୃତିଠାରୁ ଉଦାହରଣଗୁଡିକ ଦିଅନ୍ତି ଯେ ଉଭୟ କାମ କରିବା ନାହିଁ |

ଉଭୟ ମଧୁର ଏବଂ ତିକ୍ତ ଜଳ ଗୋଟିଏ ନିର୍ଝରରୁ ବାହାରେ କି ?

ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରଶ୍ନ ପାଠକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପ୍ରକୃତିର ଯୁକ୍ତିଯୁକ୍ତ ନିୟମାବଳୀ ବିଷୟରେ ବ୍ୟବହାର କରୁଛନ୍ତି | ଅନ୍ୟ ଭାଷାନ୍ତର: “ଗୋଟିଏ ନିର୍ଝରରୁ ଉଭୟ ମଧୁର ଏବଂ ତିକ୍ତ ଜଳ ବାହାରେ ନାହିଁ ” | (ଦେଖ: ଆଳଙ୍କାରିକ ପ୍ରଶ୍ନ)

ଭାଇମାନେ

“ସହଯୋଗୀ ବିଶ୍ୱାସୀମାନେ”

ଗୋଟିଏ ଡିମ୍ବିରି ବୃକ୍ଷ କି ଜୀତ ଫଳ ଫଳି ପାରେ, ବା ଦ୍ରାକ୍ଷାଲତା କି ଡିମ୍ବିରି ଫଳ ଫଳିବ ?

ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରଶ୍ନ ପାଠକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପ୍ରକୃତିର ଯୁକ୍ତିଯୁକ୍ତ ନିୟମାବଳୀ ବିଷୟରେ ବ୍ୟବହାର କରୁଛନ୍ତି | ଅନ୍ୟ ଭାଷାନ୍ତର: “ଗୋଟିଏ ଡିମ୍ବିରି ବୃକ୍ଷ ଜୀତ ଫଳି ପାରେ ନାହିଁ , ନତୁବା ଦ୍ରାକ୍ଷାଲତା କି ଡିମ୍ବିରି ବୃକ୍ଷ ବଢିପାରେ ”|