Door43-Catalog_or_tn/JAS/02/25.md

19 lines
2.6 KiB
Markdown

# ଯାକୁଵ, …
ଯାକୁଵ ଯୀଶୁଙ୍କର ଅର୍ଦ୍ଧ ଭାଇ ଅଟନ୍ତି | ତୁମେ ଏଭଳି ଅନୁବାଦ କରିପାର “ ମୁଁ , ଯାକୁଵ,…”.
# ଜଣେ ଈଶ୍ୱର ଏବଂ ଯୀଶୁଖ୍ରୀଷ୍ଟଙ୍କ ଦାସ
“ମୁଁ ଅଟେ” ବାକ୍ୟାଂଶଟିର ଅର୍ଥବୋଧକତାକୁ ବୁଝାଏ | ଏଭଳି ଅନୁବାଦ କରିପାର “ମୁଁ ଈଶ୍ୱର ଏବଂ ଯୀଶୁଖ୍ରୀଷ୍ଟଙ୍କ ଜଣେ ଦାସ ଅଟେ | ” (ଦେଖ: ସ୍ପଷ୍ଟ ଏବଂ ଅବ୍ୟକ୍ତ ସୂଚନା)
# ବିସ୍ତାର ଦ୍ୱାଦଶ ଗୋଷ୍ଠୀଙ୍କୁ
ଯାକୁଵ ସମସ୍ତ ଯିହୂଦୀ ବିଶ୍ୱାସୀମାନଙ୍କୁ ଲେଖୁଥିଲେ ଯିଏ ରୋମ୍‌ର ସହରଗୁଡିକୁ ଯିହୂଦାପ୍ରଦେଶର ପ୍ରାନ୍ତରକୁ, ଷ୍ଟିଫାନଙ୍କୁ ପ୍ରସ୍ତାରଘାତ ପରେ ଯେ ତାଡନାଠାରୁ ପଳାୟନ କଲେ |
୬ ଅନୁବାଦର ଟିପ୍ପଣୀ
# ଦ୍ୱାଦଶ ଗୋଷ୍ଠୀ
ବାରମ୍ବାର ଏକାପରିକା ସଂଖ୍ୟା ଲେଖାଗୁଡିକରେ ଅନୁସନ୍ଧାନ କର | ଏହା "ଦ୍ୱାଦଶ ଗୋଷ୍ଠୀଗୁଡିକ" ରୂପେ ପ୍ରତିଫଳିତ ହୋଇପାରେ (ଦେଖ:ସଂଖ୍ୟାଗୁଡିକ
ଅଜ୍ଞାତ ଅନୁବାଦ)ଯେପରି “କି ହୋଃ” ବା “ଉତ୍ତମ ଦିବସ”|
# ସମସ୍ତ ଆନଦକୁ ବିଚାର କର, ମୋର ଭାଇମାନେ, ଯେତେବେଳେ ତୁମ୍ଭେମାନେ ବିଭିନ୍ନ ସମସ୍ୟାଗୁଡିକର ଅନୁଭବ କର
“ମୋର ସହଯୋଗୀ ଭାଇମାନେ, ତୁମ୍ଭମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟାଗୁଡିକରେ କିଛି ବିଷୟରେ ଉତ୍ସବ ପାଳନ କରିବାକୁ ଭାବ ”
# ଜାଣ ଯେ ଦୀର୍ଘସହିଷ୍ଣୁତା ନିମନ୍ତେ ତୁମ୍ଭମାନଙ୍କର ବିଶ୍ୱାସର ପରୀକ୍ଷା
“କାରଣ ତୁମେ ଜାଣ ଯେ ଈଶ୍ୱର ଏହିସମସ୍ତ ଘଟଣା ଦ୍ୱାରା ତୁମ୍ଭମାନଙ୍କର ବିଶ୍ୱାସକୁ ସୁଦୃଢ କରି ବ୍ୟବହାର କରନ୍ତି ”