Door43-Catalog_or_tn/JAS/02/21.md

2.5 KiB

ଆମର ପିତା ଅବ୍ରହାମ କଅଣ ପ୍ରମାଣ କରି ନ ଥିଲେ

ଏହା ଆଳଙ୍କାରିକ ପ୍ରଶ୍ନ ନିର୍ବୋଧ ବ୍ୟକ୍ତିଙ୍କ ଯୁକ୍ତିରେ ଯାକୁଵଙ୍କ ଆଳଙ୍କାରିକ ପ୍ରଶ୍ନରୁ ଉଦ୍ଦୃତ କରି ଅଭିଯୋଗ ଖଣ୍ଡନ କରନ୍ତି )

ତୁମେ ଯେ ବିଶ୍ୱାସ ଦେଖ

“ତୁମେ” ଶବ୍ଦଟି ଏକକ ବନ୍ଧନପ୍ରକିୟା ମନୁଷ୍ୟକୁ ବୁଝାଏ | ତଥାପି ଯାକୁଵ ଏହି ଜଣକ ମାଧ୍ୟମରେ ତାଙ୍କ ସମସ୍ତ ଶ୍ରୋତାମାନଙ୍କୁ ସମ୍ବୋଧନ କରୁଛନ୍ତି |

ତୁମେ ଯେ ବିଶ୍ୱାସ ଦେଖ

“ଦେଖ” ଶବ୍ଦଟି ଏକ ମୂଳ ସୂଚକ ଅଟେ | ତୁମେ ଏଭଳି ଅନୁବାଦ କରିପାର “ବୁଝିବା” (ଦେଖ: ମୂଳ ସୂଚକ ଶବ୍ଦ )|

କର୍ମଗୁଡିକ ଦ୍ୱାରା ତାର ବିଶ୍ୱାସ ଏହାର ଲକ୍ଷ୍ୟ ସାଧନ କଲା

“ତାର କର୍ମଗୁଡିକ ଦ୍ୱାରା ତାର ବିଶ୍ୱାସ ସମ୍ପୂର୍ଣ୍ଣ ହେଲା ”

ଧର୍ମଶାସ୍ତ୍ରଟି ସମ୍ପୂର୍ଣ୍ଣ ହେଲା

ଏହା ଏକ ପରୋକ୍ଷ ବାଚ୍ୟ ଯେଉଁଟା ଏଭଳି ଅନୁବାଦ କରିପାର “ଏହା ଧର୍ମଶାସ୍ତ୍ରଟି ସମ୍ପୂର୍ଣ୍ଣ କଲା” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ ବାଚ୍ୟ)

ଏହା ଧାର୍ମିକତା ରୂପେ ଗଣିତ ହେଲା

“ଈଶ୍ୱର ତାଙ୍କ ବିଶ୍ୱାସକୁ ଧାର୍ମିକତା ରୂପେ ଗଣିତ କଲେ ”|

ତୁମେ ଦେଖ ଯେ ଯାକୁଵଙ୍କ କର୍ମଗୁଡିକ ଦ୍ୱାରା ତାଙ୍କ ଶ୍ରୋତାମାନଙ୍କୁ ସିଧାସଳଖ "ତୁମ" ର ବହୁବଚନ ପ୍ରକ୍ରିୟାକୁ ଫେରି ସମ୍ବୋଧନ କରୁଅଛନ୍ତି |

କର୍ମଗୁଡିକ ଦ୍ୱାରା ଜଣେ ମନୁଷ୍ୟ ପ୍ରମାଣିତ ହୋଇପାରେ

“ଜଣେ ମନୁଷ୍ୟକୁ କର୍ମଗୁଡିକ ଓ ବିଶ୍ୱାସ ପ୍ରମାଣିତ କରେ ”