Door43-Catalog_or_tn/JAS/01/19.md

3.1 KiB

ତୁମେ ଏହା ଜାଣ

ସମ୍ଭାବ୍ୟ ଅର୍ଥ ଯଥା ୧) “ଏହା ଜାଣ” ଧ୍ୟାନ ଆକର୍ଷଣ କରିବା ପାଇଁ ଏକ ଆଦେଶନାମା ରୂପେ ଯାହା ବିଷୟରେ ମୁଁ ଲେଖିବାକୁ ଚାହେଁ ବା 2) “ତୁମେ ଏହା ଜାଣ” ଗୋଟିଏ ଉକ୍ତି ଯେ ଯାହା ତୁମେ ଆଗରୁ ଜାଣ ଯେ ତୁମକୁ କିଛି ମୁଁ ପୁନଃରାୟ ସ୍ମରଣ କରାଏ |

ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର

ଲୋକମାନେ ପ୍ରଥମେ ଧ୍ୟାନ ସହ ଶୁଣିବା ଉଚିତ,ଏବଂ ତା'ପରେ କଣ ସେମାନେ କହନ୍ତି ନମ୍ରଭାବରେ ସମର୍ଥ କର |

କ୍ରୋଧରେ ଧୀର

“ସହଜରେ କ୍ରୋଧ କର ନାହିଁ ”

ଈଶ୍ୱରଙ୍କ ଧାର୍ମିକତା ମନୁଷ୍ୟର କ୍ରୋଧ କାର୍ଯ୍ୟ କରେ ନାହିଁ

ଯେତେବେଳେ ଜଣେ ମନୁଷ୍ୟ ରାଗେ ଈଶ୍ୱର ଚାହିଁବା ଭଳି ବ୍ୟବହାର ସେ କରେ ନାହିଁ |

ସମସ୍ତ ଅଶୁଚିତା ଏବଂ ସବୁପ୍ରକାର ଦୁଷ୍ଟତା ଯେ ଚାରିଆଡେ ପରିତ୍ୟାଗ କର

ଏହି ଦ୍ୱିଅର୍ଥବୋଧକତା ମନ୍ଦତାକୁ ଗୁରୁତ୍ତ୍ୱ ବ୍ୟବହାର କରିଥାଏ | ଏଠାରେ: “ସମସ୍ତ ମନ୍ଦ ବିଷୟକୁ ବନ୍ଦ କରାଯାଉ ” | (ଦେଖ: ଦ୍ୱିଅର୍ଥବୋଧକତା)

ନମ୍ରତାରେ

“ବିନା ଗର୍ବ ” ବା “ବିନା କ୍ରୋଧ"

ରୋପିତ ଶବ୍ଦ ଗ୍ରହଣ କର

ଶବ୍ଦଟି “ରୋପିତ” ଗୋଟିଏ ବିଷୟ ଅନ୍ୟର ମଧ୍ୟରେ ସ୍ଥାନ ଦେବା ଅର୍ଥ ବୁଝାଏ | ଏହା ଏକ ତୁଳନାତ୍ମକ ଈଶ୍ୱରଙ୍କ ବାକ୍ୟକୁ ଜଣଙ୍କ ମଧ୍ୟରେ କିଛି ରୋପିତ ବିଷୟ ରୂପେ ବର୍ଣ୍ଣନା କରେ | ଏଠାରେ : “ଈଶ୍ୱରଙ୍କ ସମ୍ବାଦ ତୁମକୁ କୁହାଯାଇଅଛି ମାନ୍ୟ କର ” | (ଦେଖ: ତୁଳନାତ୍ମକ )

ତୁମର ଆତ୍ମାଗୁଡିକୁ ରକ୍ଷା କର

ଏଠାରେ, ଶବ୍ଦଟି “ଆତ୍ମାଗୁଡିକ” ଗୋଟିଏ ଧର୍ମସମ୍ବନ୍ଧୀୟ ସମାଜ ଅଟେ ଏବଂ ସମଗ୍ର ବ୍ୟକ୍ତିକୁ ବୁଝାଏ | ଆଉ, କଣ ଜଣେ ବ୍ୟକ୍ତି ମୁକ୍ତି ପାଏ ନିର୍ମଳ ରୂପେ ତିଆରି ହୋଇପାରେ | ଏଠାରେ: “ଈଶ୍ୱରଙ୍କ ବିଚାରରୁ ତୁମେ ମୁକ୍ତି ପାଅ” | (ଦେଖ: ଧର୍ମସମ୍ବନ୍ଧୀୟ ସମାଜ ଏବଂ ନିର୍ମଳ ଓ ଅକଥିତ)