Door43-Catalog_or_tn/JAS/01/17.md

20 lines
1.9 KiB
Markdown

# ଉର୍ଦ୍ଧ୍ୱରୁ
“ସ୍ୱର୍ଗରୁ”
# ଜ୍ୟୋତିର୍ଗଣର ପିତା
ଈଶ୍ୱର ଆକାଶରେ ସମସ୍ତ ଜ୍ୟୋତିର୍ଗଣର ସୃଷ୍ଟିକର୍ତ୍ତା ଅଟନ୍ତି (ସୂର୍ଯ୍ୟ, ଚନ୍ଦ୍ର, ଓ ତାରାଗଣ) |
# ସେ ପରିବର୍ତ୍ତିତ ଛାୟା ଭଳି ବଦଳନ୍ତି ନାହିଁ
ଏହା ସମଭାବପନ୍ନ ଅଟେ ଯେ ଅପରିବର୍ତ୍ତିତ ଈଶ୍ୱର ଆକାଶରେ ପରିବର୍ତ୍ତିତ ଏବଂ ଚଳନଶୀଳ ଜ୍ୟୋତିଗଣମାନଙ୍କ ସ୍ଥିରୀକୃତ ଆଲୁଅ ହୁଅନ୍ତି (ସୂର୍ଯ୍ୟ, ଚନ୍ଦ୍ର, ଓ ତାରାଗଣ)| ଏଠାରେ : “ଈଶ୍ୱର ଅପରିବର୍ତ୍ତନଶୀଳ ଯେଭଳି ଛାୟାଗୁଡିକ ଯେ ଉଭା ଏବଂ ଅପସାରିତ ହୁଅନ୍ତି ” | (ଦେଖ: ଏକଭାବ)
# ଆମକୁ ଦିଅନ୍ତି
ଶବ୍ଦଟି “ଆମକୁ” ଯାକୁଵ ଏବଂ ତାଙ୍କ ସହଯୋଗୀମାନଙ୍କୁ ବୁଝାଏ (ଦେଖ: ଅନ୍ତର୍ଭୁକ୍ତ) |
# ଆମକୁ ଜୀବନ ଦିଅ
“ଆମକୁ ଆତ୍ମିକ ଜୀବନ ଦିଅ” (ଉଡିବି)
# ସତ୍ୟର ବାକ୍ୟ
“ସୁସମାଚାର” ବା “ଯୀଶୁଙ୍କ ବାଣୀ" ପ୍ରଥମଫଳ, ତାଙ୍କ ସହଯୋଗୀମାନେ ଭବିଷ୍ୟତର ବହୁତ ବିଶ୍ୱାସୀ ହେବା ସମ୍ଭାବନା ମଧ୍ୟରୁ ପ୍ରଥମ ବିଶ୍ୱାସୀଗଣ | (ଦେଖ: ଏକଭାବ)
# ତାଙ୍କ ସୃଷ୍ଟିଗଣ ମଧ୍ୟରେ
“ତାଙ୍କ ଲୋକମାନଙ୍କ ମଧ୍ୟରେ”