Door43-Catalog_or_tn/JAS/01/14.md

2.1 KiB

ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ପରୀକ୍ଷିତ ହୁଏ

କାମନାଗୁଡିକ ମନ୍ଦ କରିବାକୁ ପ୍ରତ୍ୟେକ ଲୋକର ଅନ୍ତରରେ ଥାଏ |

ଯାହାକି ତାଙ୍କୁ ଆକର୍ଷିତ ଓ ପ୍ରବଞ୍ଚିତ କରେ

“ଯେଉଁ ମନ୍ଦତା ତାଙ୍କୁ ଫାନ୍ଧ ଏବଂ ଆଗେଇ ନିଏ ” |

ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ , ପୁଣି ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ |

“କାମନାଗୁଡିକ,” “ପାପ,” ଏବଂ “ମୃତ୍ୟୁ” ମନୁଷ୍ୟର ବୈଶିଷ୍ଟ୍ୟତା ଦିଆଯାଇଅଛି | ଏଠାରେ, “କାମନାଗୁଡିକ” ସ୍ତ୍ରୀ ପ୍ରେମିକା ରୂପେ ଯିଏ ମନୁଷ୍ୟ ପ୍ରତି ଦୈହିକ ସମ୍ପର୍କକୁ ଆଗେଇବାରେ ବର୍ଣ୍ଣନା କରେ | “ପାପ” ସେମାନଙ୍କର ସନ୍ତାନ ଅଟେ |“ମୃତ୍ୟୁ” ଯେତେବେଳେ ଶିଶୁଟି ପୂର୍ଣ୍ଣମାତ୍ରାରେ ମନୁଷ୍ୟରେ ପରିଣତ ହୁଏ | ଏହା ବର୍ଣ୍ଣନା କରେ କିପରି କାମନାଗୁଡିକୁ ପ୍ରଥମେ ସୁଖ ଦିଏ ତାପରେ କିନ୍ତୁ ମନୁଷ୍ୟକୁ ପାପରେ ପତିତ କରେ ଏବଂ ପରିଶେଷରେ ଉଭୟ ଶାରୀରିକ ଓ ଆତ୍ମିକ ମୃତ୍ୟୁ ଆଡକୁ କଢ଼ାଇନିଏ | (ଦେଖ: ବ୍ୟକ୍ତିତ୍ୱ ଏବଂ ତୁଳନାତ୍ମକ)

ଭ୍ରାନ୍ତ ହୁଅ ନାହିଁ

“କୌଣସି ଲୋକ ତୁମକୁ ଭ୍ରାନ୍ତ ନ କରନ୍ତୁ ”ଅବା “ତୁମନିଜକୁ ଭ୍ରାନ୍ତ କରିବାରେ କ୍ଷାନ୍ତ ହୁଅ ” (ଉଡିବି)