1.1 KiB
1.1 KiB
ତେଣୁ କୁହ ଏବଂ ପାଳନ କର …
ଯାକୁଵ ଏପରି କରିବା ନିମନ୍ତେ ଆଦେଶ ଦେଲେ | “ତେଣୁ ତୁମେ ନିଶ୍ଚୟ କୁହ ଏବଂ ପାଳନ କର”.
ସ୍ୱାଧିନତାର ବ୍ୟବସ୍ଥା ଦ୍ୱାରା ଯେ ବିଚାରିତ ହେବ
“ଯିଏ ସ୍ୱାଧିନତାର ବ୍ୟବସ୍ଥା ଜାଣେ ସେମାନେ ଶୀଘ୍ର ବିଚାରିତ ହେବେ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
ନିୟମ ଦ୍ୱାରା
ଏଠାରେ ନିୟମ ଗୋଟିଏ ମାନବ ବିଚାରପତିର ଗୁଣ ସମ୍ପନ୍ନକୁ ଦେଖାଏ |(ଦେଖ: ମାନବିକରଣ)
ସ୍ୱାଧିନତାର ବ୍ୟବସ୍ଥା
“ବ୍ୟବସ୍ଥା ଯାହା ସତ୍ୟ ସ୍ୱାଧିନତା ଦିଏ ”
ଦୟା ଜୟଧ୍ୱନୀ କରେ
“ଦୟା ତା'ଠାରୁ ଉତ୍ତମ ” ବା “ଦୟା ପରାଜିତ କରେ ”