Door43-Catalog_or_tn/PHP/04/14.md

1.6 KiB

ମୋହର କଠିନ ସମୟରେ

“ଯେତେବେଳେ ମୋର କଠିନ ସମୟରେ ”

ସୁସମାଚାର ଲକ୍ଷ୍ୟ

ଏହା ପାଉଲଙ୍କୁ ଯେବେ ଅନ୍ୟ ସହର ଗୁଡିକୁ ଯାଇ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ଦର୍ଶାଏ |

କୌଣସି ମଣ୍ଡଳୀ ମୋତେ ଦେବା ଏବଂ ନେବା ବିଷୟରେ କେବଳ ତୁମ ବ୍ୟତିତ ସହଯୋଗ କରିନଥିଲେ

“ତୁମେ ଏକମାତ୍ର ମଣ୍ଡଳୀ ଯିଏ ଅର୍ଥ ପଠାଇ ଅଛନ୍ତି କିମ୍ବା ସାହାଯ୍ୟ କରିଅଛ |”

ମୁଁ ତୁମ ଖାତାରେ ବୃଦ୍ଧି ପାଉ ଥିବା ଫଳକୁ ଖୋଜୁଅଛି

ପାଉଲ ମଣ୍ଡଳୀର ଦାନ ଗୁଡିକକୁ ଏକ ବ୍ୟକ୍ତିର ଶରୀର ସହିତ ତୁଳନାା କରୁଛନ୍ତି ଯାହା ଅଧିକରୁ ଅଧିକ ବୃଦ୍ଧି ପାଉଅଛି | ପାଉଲ ଇଛା କରୁଥିଲେ ଯେ ଫିଲିପ୍‌ପୀୟମାନେ ଦାନ ଦିଅନ୍ତୁ ଯେପରି ଆତ୍ମିକ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି | ବିକଳ୍ପ ଅନୁବାଦ : “ ଈଶ୍ୱର ତୁମ୍ଭକୁ ଅଧିକରୁ ଅଧିକ ଆତ୍ମିକ ଆଶୀର୍ବାଦ ଦିଅନ୍ତୁ ଏହା ମୁଁ ଦେଖିବାକୁ ଚାହୁଁଛି |” (ଦେଖନ୍ତୁ:ରୂପକ)