Door43-Catalog_or_tn/PHP/04/08.md

1.4 KiB

ଅନ୍ତରେ

ପତ୍ର ଖଣ୍ଡର ଏହା ଶେଷ ଅଟେ | ପାଉଲ ଏକ ସାରାଂଶ ଦେଉ ଅଛନ୍ତି ଏକ ବିଶ୍ଵାସୀର କିପରି ସେ ଈଶ୍ଵରଙ୍କ ସହ ଶାନ୍ତିରେ ବଞ୍ଚିବ.

ଯେଉଁ ବିଷୟ ସୁନ୍ଦର

“ଯେଉଁସବୁ ବିଷୟ ମୁଁଗ୍ଧ କରେ ”

ଯେଉଁ ବିଷୟ ଉତ୍ତମ ବିବରଣ

“ଯେଉଁ ବିଷୟ ଲୋକଙ୍କ ପ୍ରଶଂସାନୀୟ” କିମ୍ବା “ଯେଉଁ ବିଷୟ ଲୋକମାନେ ଆଦର କରିବେ”

ଯଦି ତାହାଙ୍କଠାରେ କିଛି ଉତ୍କୃଷ୍ଟତା ଅଛି

“ଯଦି ନୌତିକ ରୂପରେ ସେ ଭଲ”

ଯଦି ତାହାଙ୍କ ମଧ୍ୟରେ କିଛି ପ୍ରଶଂସା ଅଛି

“ଯଦି ତାହାଙ୍କ ମଧ୍ୟରେ କିଛି କାରଣ ଅଛି ପ୍ରଶଂସା ପାଇଁ”

ଏହି ବିଷୟରେ ଚିନ୍ତା କରିବା

“ଚିନ୍ତାକର ଏହି ସବୁ ବିଷୟରେ”

କି ତୁମ୍ଭେମାନେ ଶିଖୁଅଛ, ଗ୍ରହଣ କଲେ, ଶୁଣିଲେ,ଆଉ ମୋ ମଧ୍ୟରେ ଦେଖିଲେ

“ଯାହା ମୁଁ ଶିଖାଇଛି ଓ ତୁମକୁ ମୁଁ ଦେଖାଇଛି”