Door43-Catalog_or_tn/PHP/04/01.md

4.2 KiB

ଅତଏବ, ହେ ମୋହର ପ୍ରିୟରେ ଦୀର୍ଘ ଦିନର ଭାଇ

“ମୋହର ସହ ବିଶ୍ଵାସୀଗଣ, ମୁଁ ଉମକୁ ପ୍ରେମ କରେ ଓ ସାକ୍ଷାତ କରିବାକୁ ଇଛା କରେ ”

ମୋହର ଆନନ୍ଦ ଓ ମୁଁକୁଟ ,

ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି “ଆନନ୍ଦ” ଏହାର ଅର୍ଥ ଏହା କି ଫିଲିପ୍‌ପୀୟ ମଣ୍ଡଳୀ ତାହାଙ୍କ ଖୁସିର କାରଣ ଅଟେ| ଗୋଟିଏ “ମୁଁକୁଟ” ତାହା ପତ୍ରରେ ନିର୍ମିତ ଥିଲା ଯାହା ମୁଁଣ୍ଡରେ ଲଗାଇ ଥିଲେ ଏକ ସମ୍ମାନର ଚିହ୍ନ ସ୍ଵରୂପେ କି ସେମାନେ ଏକ ମହତ୍ଵପୂର୍ଣ ଖେଳ ଜିତି ଅଛନ୍ତି.ଏହି ଶବ୍ଦ “ମୁଁକୁଟ” ଏହାର ଅର୍ଥ ଫିଲିପ୍‌ପୀଅ ମଣ୍ଡଳୀ ସମ୍ମାନକରିଅଛି ପାଉଲଙ୍କୁ ଈଶ୍ଵରଙ୍କ ସମ୍ମୁଖରେ. ଏକ ନୁଆ ବାକ୍ୟରେ ଏହା ଏହିପରି ଅନୁବାଦ କରାଯାଇ ପାରେ: “ତୁମେ ମୋତେ ଆନନ୍ଦ ଦେଲ ଯେତେବେଳେ ତୁମେ ଯୀଶୁଙ୍କୁ ତୁମେ ବିଶ୍ଵାସ କଲ ଓ ତୁମେ ମୋର ପୁରସ୍କାର ଓ ହସ୍ତକର୍ମର ସମ୍ମାନ.” (ଦେଖନ୍ତୁ: ଲକ୍ଷଣାଳଙ୍କାର)

ପ୍ରିୟ ବନ୍ଧୁମାନେ ଏହିପରି ତୁମେ ଛିଡ଼ା ହୁଅ.

ଏକ ନୁଆ ବାକ୍ୟରେ ଏହା ଏହିପରି ଅନୁବାଦ କରାଯାଇ ପାରେ: “ଏହିପରି ଭାବରେ ତୁମେମାନେ ପ୍ରଭୁଙ୍କ ଠାରେ ବଞ୍ଚ , ପ୍ରିୟ ବନ୍ଧୁଗଣ.”

ଅନୁରୋଧ କରୁଅଛି ଇୟଦିଆ, ଓ ଅନୁରୋଧ କରୁଅଛି ସୁନ୍ତୁଖୀ ସହିତ,

ହେଇ ଦୁଇ ସ୍ତ୍ରୀଲୋକ ଯିଏ ବିଶ୍ଵାସୀ ଥିଲେ ଓ ଫିଲିପ୍‌ପୀୟ ମଣ୍ଡଳୀରେ ପାଉଲଙ୍କୁ ସାହାଯ୍ୟ କଲେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ଅନୁରୋଧ କରୁଅଛି ଇୟଦିଆ, ଓ ଅନୁରୋଧ କରୁଅଛି ସୁନ୍ତୁଖୀ.” (ଦେଖନ୍ତୁ: ଅନୁବାଦ ନାମ ଗୁଡିକ)

ପ୍ରଭୁଙ୍କଠାରେ ଏକ ମନ ରହେ.

ଏହି ବାକ୍ୟଂସ “ଏକ ମନ ରହେ” ଏହାର ଅର୍ଥ ଏକ ମନୋଭାବ କିମ୍ବା ମନ୍ତବ୍ୟ. ଏହା ଏହିପରି ଅନୁବାଦ କରାଯାଇ ପାରେ “ଏକ ଆରେକ ସହ ଏକମତ ହୁଅ କାରଣ ତୁମେ ଏକ ଈଶ୍ଵରଙ୍କୁ ବିଶ୍ଵାସ କର.”

ବାସ୍ତବରେ,ମୁଁ ତୁମକୁ ବହୁତ ବିନତୀ କରୁଅଛି, ମୋହର ସତ୍ୟ ଯୁଆଳି ବ୍ୟକ୍ତି,

ଏହି ଶବ୍ଦ “ତୁମେ” ଅଟେ ଏକ ବଚ୍ଚନ. ପାଉଲ ସେ ବ୍ୟକ୍ତିଙ୍କ ନାମ କହୁ ନାହାନ୍ତି. ସେ ଏହିପରି କହୁଛନ୍ତି “ମୋହର ସତ୍ୟ ଯୁଆଳି ବନ୍ଧୁ” ଯାହା ଦର୍ଶାଏ ଜଣେ ପାଉଲଙ୍କ ସହ ଏକତ୍ର ସୁସମାଚାର ବାଣ୍ଟି ଅଛନ୍ତି. ଏହା ଏହିପରି ଅନୁବାଦ କରାଯାଇ ପାରେ “ହଁ, ମୁଁ ତୁମକୁ ପଚାରିଛି, ମୋହର ସତ୍ୟ ସହକର୍ମୀ.” (ଦେଖନ୍ତୁ: ତୁମ୍ଭ ରୂପକ)

କ୍ଳେମେନ୍‍ସ୍‍ ସହିତ

ଏକ ବ୍ୟକ୍ତି ଯେ ବିଶ୍ଵାସୀ ଓ ଫିଲିପ୍‌ପୀୟ ମଣ୍ଡଳୀରେ କର୍ମଚାରୀ ଥିଲେ.

ଯାହାର ନାମ ଜୀବନ ପୁସ୍ତକରେ ଅଛି.

“ଯାହାର ନାମ ଜୀବନ ପୁସ୍ତକରେ ଲେଖା ଯାଇଛି.”