Door43-Catalog_or_tn/PHP/03/15.md

2.0 KiB

ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ ଏହିପରି ଭାବ

“ମୁଁ ପ୍ରତ୍ୟେକ ବିଶ୍ଵାସୀଙ୍କୁ ଉତ୍ସାହ ଦେବାକୁ ଚାହେଁ ଯେଉଁମାନେ ବିଶ୍ଵାସରେ ଦୃଢ ସମାନ ଭାବରେ ଚିନ୍ତା କରନ୍ତି.” ପାଉଲ ଚାହୁଁ ଥିଲେ ତାହାଙ୍କ ସହ ବିଶ୍ଵାସୀ ସେହି ସେମାନଙ୍କ ମଧ୍ୟ ସେଇ ସମାନ ଇଛା ହେଉ ଯାହା ୩:୮ ୧୧.

ଯଦି ତୁମେ ଭାବୁ ଅଛ

ଏହି ଶବ୍ଦ “ତୁମେ” ଦର୍ଶାଏ ସେହି ବିଶ୍ଵାସୀ ମାନଙ୍କୁ ଯିଏ ହୋଇପାରେ ସହମତ କିମ୍ବା ଅସହମତ. (ଦେଖନ୍ତୁ:ରୂପକ)

ଈଶ୍ଵର ମଧ୍ୟ ତାହା ତୁମକୁ ପ୍ରକାଶ କରିବେ.

“ଈଶ୍ଵର ମଧ୍ୟ ତାହା ତୁମକୁ ସ୍ପଷ୍ଟ କରିବେ.”

ଯାହା ବି ବିଷୟ ହେଉ

ପାଉଲ ଏଠାରେ ମୁଁଖ୍ୟ ବିଷୟକୁ ଗୁରୁତ୍ଵଦେଇ ଯୋର୍ ଦେଇ ଏହାକୁ ସମାପ୍ତ କରୁ ଅଛନ୍ତି. ଏହା ଏହିପରି ଅନୁବାଦ କରାଯାଇ ପାରେ: “ସେ ଯାହା ଭି ହେଇ ଯାଉ ନା କାହିଁକି.”

ଯଦି ଆମେ ସେହି ଲକ୍ଷସ୍ଥଳକୁ ପୋହଞ୍ଚି ଯାଇଅଛ, ତେବେ ଆମକୁ ନିଶ୍ଚୟ ଚାଲିବାକୁ ପୋଡିବ ଏହି ରୀତି ଅନୁଯାଇ.

ଏହା ଏହିପରି ଅନୁବାଦ କରାଯାଇ ପାରେ “ଆସ ଏହି ସତ୍ୟତାକୁ ମାନିବାକୁ ଚାଲୁ ରଖିବା ଯାହା ଆମେ ଆଗରୁ ପାଇ ଅଛୁ.” (ଦେଖନ୍ତୁ:ସମାବେଶୀ)