Door43-Catalog_or_tn/PHP/03/12.md

3.7 KiB

ସମସ୍ତ ପ୍ରାପ୍ତ ହୋଇଅଛି

ଏହା ଖ୍ରୀଷ୍ଟଙ୍କୁ ଜାଣିବା , ତାହାଙ୍କର ପୁନରୁତ୍ଥାନ ଶକ୍ତିକୁ ଜାଣିବା, ଖ୍ରୀଷ୍ଟଙ୍କର ଦୁଃଖ ବାଣ୍ଟିବା, ଓ ଖ୍ରୀଷ୍ଟଙ୍କ ସହ ଜଡ଼ିତ ହେବା ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ .

ଏଥି ନିମନ୍ତେ ମୁଁ ପୁର ନୁହେଁ

“ମୁଁ ଏବେ ପର୍ଯ୍ୟନ୍ତ ସିଦ୍ଧ ନୁହେଁ” କିମ୍ବା “ମୁଁ ଏବେ ପର୍ଯ୍ୟନ୍ତ ପରିପକ୍ଵ ନୁହେଁ”

ମୋ ଉପରେ ଦବାବ ଅଛି

“କିନ୍ତୁ ମୁଁ ଚେଷ୍ଟା କରୁଅଛି” (UDB)

ମୁଁ ବୁଝିପାରେ

“ମୁଁ ଯେପରି ସବୁ ବିଷୟ ପ୍ରାପ୍ତ କରିପାରେ”

ଯାହା ଦ୍ଵାରା ମୋତେ ବୁଝା ଯାଇଛି ଖ୍ରୀଷ୍ଟ ଯୀଶୁଙ୍କ ଦେଇ

ଏହା ଏହିପରି ଅନୁବାଦ କରାଯାଇ ପାରେ ଗୋଟିଏ ସକ୍ରିୟ କ୍ରିୟାରେ: “ଏଥି ନିମନ୍ତେ ଯୀଶୁ ମୋତେ ଘୋଷଣା କଲେ ନିଜର ବୋଲି”(ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ).

ଭାଇମାନେ, …

ପାଉଲ ଏଠାରେ ଦର୍ଶାଉ ଅଛନ୍ତି ଫିଲିପ୍‌ପୀୟ ମଣ୍ଡଳୀକୁ. ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀଗଣ”

ମୁଁ ନିଜକୁ ତାହାର ଅଧିନରେ ରଖିଲି

“ସମସ୍ତ ବିଷୟ ମୋହର ଅଟେ”

ମୁଁ ଭୂଲି ଯାଏ କ'ଣ ପଛରେ ଅଛି ଓ ଆଗ ପାଇଁ ପ୍ରୟାଶ କରୁ ଅଛି

ଗୋଟେ ଦୌଡାଳି ଯେପରି ଚିନ୍ତିତ ନୁହେଁ ଦୌଡ ଶେଷ କରିବିକୀ ନାହିଁ, କିନ୍ତୁ ଯେଉଁ ବିଷୟ ଆସିବାର ଅଛି ତାହା ପ୍ରତି କେନ୍ଦ୍ରିତ, ଗୋଟେ ପକ୍ଷରେ ପାଉଲ ନିଜର ଧାର୍ମିକତାର ଧର୍ମକର୍ମ ବିଷୟରେ କହୁଥିଲେ ଓ କେବଳ ଖ୍ରୀଷ୍ଟଙ୍କଠାରେ ତାହାଙ୍କ ପୂର୍ବରୁ ସମାପ୍ତ ହେବା ବିଷୟରେ କେନ୍ଦ୍ରିତ ଥିଲେ| ବିକଳ୍ପ ଅନୁବାଦ “ମୁଁ ଏଥି ପାଇଁ ଚିନ୍ତିତ ନୁହେଁ ଅତୀତରେ କ'ଣ କରିଥିଲି.”(ଦେଖନ୍ତୁ:ରୂପକ)

ମୁଁ ଏକ ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି.

ପାଉଲ ନିରନ୍ତର ତୁଳନାା କରୁଅଛନ୍ତି, ଏକ ଧାବକ ସଦୃଶ ଆଗକୁ ବଢୁଅଛି ପୁରସ୍କାର ଜିତିବା ପାଇଁ, ପାଉଲ ଆଗକୁ ବଢ଼ୁଥିଲେ ସେବାରେ ଓ ଆଜ୍ଞା ବହତା ଖ୍ରୀଷ୍ଟଙ୍କ ନିମନ୍ତେ| “ମୁଁ ନିରନ୍ତର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ କରେ ଯେପରି ମୁଁ ତାହାଙ୍କର ହୋଇପାରେ ଓ ମୁଁ ମରିବା ପରେ ଈଶ୍ଵର ନିଜ ନିକଟକୁ ଡାକିବେ.”