51 lines
7.1 KiB
Markdown
51 lines
7.1 KiB
Markdown
# ବାସ୍ତବରେ
|
|
“ପ୍ରକୃତରେ,” କିମ୍ବା “ସତରେ,”
|
|
|
|
# ବର୍ତ୍ତମାନ ମୁଁ ଗଣୁଅଛି
|
|
ଏହି ଶବ୍ଦ “ବର୍ତ୍ତମାନ” ଗୁରୁତ୍ୱ ଦିଏ କିପରି ପାଉଲ ପରିବର୍ତ୍ତନ ହୋଇ ଅଛନ୍ତି
|
|
ଫାରୁଶିର ସ୍ତିତି ପରିତ୍ୟାଗ କରି ଓ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀ ହୋଇ. ଏହା ସ୍ପଷ୍ଟ କରାଯାଇ ପାରେ: “ ଏବେ ବର୍ତ୍ତମାନ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁ ଅଛୁ .” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା)
|
|
|
|
# ମୁଁ ସମସ୍ତ ବିଷୟକୁ କ୍ଷତି ବୋଲି ଭାବିଲି
|
|
ପାଉଲ ଅନ୍ୟ କିଛି ଉପରେ ବିଶ୍ଵାସ କରିବା ବ୍ୟର୍ଥ ମନେ କରୁଅଛନ୍ତି. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ସମସ୍ତ ବିଷୟ ତୁଚ୍ଚଜ୍ଞାନ କରୁ ଅଛି.”
|
|
|
|
# ମୋହର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନରେ ମହାମାନ୍ୟ ପାଇଥିବା କାରଣରୁ.
|
|
“କାରଣ ଖ୍ରୀଷ୍ଟ ଯୀଶୁ ମୋ ପ୍ରଭୁଙ୍କୁ ଜାଣିବାହିଁ ବହୁତ ଅଧିକ ମୂଲ୍ୟବାନ.”
|
|
|
|
# ତାହାଙ୍କ ପାଇଁ ସମସ୍ତ କିଛି ତ୍ୟାଗ କରି ଅଛି
|
|
ଏହା ଏହିପରି ଅନୁବାଦ କରାଯାଇ ପାରେ “କାରଣ ତାହାଙ୍କ ପାଇଁ ମୁଁ ସବୁକିଛି ସ୍ୱଇଛାରେ ତ୍ୟାଗ କରି ଅଛି.”
|
|
|
|
# ମୁଁ ସେମାନଙ୍କୁ ଆବର୍ଜନା ସଦୃଶ ମନେକରେ
|
|
ପାଉଲ ତୁଳନାା କରୁଛନ୍ତି ଯାହା କିଛି ଗୋଟେ ଲୋକ ଭରଷା କରେ ନଷ୍ଟ କରିବାକୁ ତାହାକୁ ବାହାରେ ପକାଯାଏ| ସେ ମହାତ୍ଵ ଦେଉ ଅଛନ୍ତି ଯେ ତାହା ପ୍ରକୃତରେ କେତେ ମୂଲ୍ୟହିନ. ଏହା ଏହିପରି ଅନୁବାଦ କରାଯାଇ ପାରେ
|
|
“ମୁଁ ସେହି ସବୁକୁ ଖରାପ ବିଷୟ ବୋଲି ମନେ କରେ” କିମ୍ବା “ମୁଁ ସେ ସବୁକୁ ସମ୍ପୂର୍ଣ ମୂଲ୍ୟହିନ ବୋଲି ମନେକରେ.(ଦେଖନ୍ତୁ:ରୂପକ)
|
|
|
|
# ଯେପରି ମୁଁ ଖ୍ରୀଷ୍ଟଙ୍କୁ ପ୍ରାପ୍ତ କରିପାରେ
|
|
“ଯେପରି ମୁଁ ଖ୍ରୀଷ୍ଟଙ୍କୁ କେବଳ ପାଇପାରେ”
|
|
|
|
# ବର୍ତ୍ତମାନ ମୁଁ ତାହାଙ୍କଠାରେ ପାଇ ପାରେ
|
|
ଏହି ବାକ୍ୟଂଶ “ତାହାଙ୍କଠାରେ ପାଇଛି” ଅର୍ଥ ଏହାକୀ ତାହାଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା. ଏହା ଏହିପରି ଅନୁବାଦ କରାଯାଇ ପାରେ ଏକ ସକ୍ରିୟ କ୍ରିୟ ଭାବରେ: “ଆଉଏବେ ମୁଁ ଖ୍ରୀଷ୍ଟଙ୍କ ସହ ସମ୍ପର୍କରେ ଅଛି” କିମ୍ବା “ଆଉ ଏବେ ମୁଁ ଖ୍ରୀଷ୍ଟ ସହ ସଞ୍ଜୁକ୍ତ ହୋଇ ଅଛି .” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
|
|
|
|
# ବ୍ୟବସ୍ଥାଛଡା ମୋହର ନିଜର କିଛି ଧାର୍ମିକତା ନାହିଁ.
|
|
“ମୁଁ ନିଜ ଦ୍ଵାରା ବ୍ୟବସ୍ଥାରେ ଆଜ୍ଞାବହ ହୋଇ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ.”
|
|
|
|
# ପରିବର୍ତ୍ତେ, ମୋର ଅଛି
|
|
“ବରଂ, ମୋର ଅଛି” କିମ୍ବା “ଠିକ୍ ବିପରୀତ ତାହାର ମୋହର ଅଛି”
|
|
|
|
# ମୋହର ଈଶ୍ଵରଙ୍କଠାରୁ ଧାର୍ମିକତା ପାଇଅଛି ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟଙ୍କଠାରେ.
|
|
“ଈଶ୍ଵର ମୋତେ ଗ୍ରହଣ କରି ଅଛନ୍ତି କାରଣ ମୁଁ ମୋହର ବିଶ୍ଵାସ ଖ୍ରୀଷ୍ଟଙ୍କଠାରେ ରଖି ଅଛି.”
|
|
|
|
# ତାହାଙ୍କୁ ଜାଣିବା ଧାର୍ମିକତା ଅଟେ
|
|
ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ କେବଳ ଖ୍ରୀଷ୍ଟଙ୍କୁ ଚାହେଁ ଯେପରି ମୁଁ ତାହାଙ୍କୁ ଜାଣିପାରେ”
|
|
|
|
# ତାହାର ପୁନରୁତ୍ଥାନର ଶକ୍ତି
|
|
“ ଓ ଜଣ ଯେ ତାହାଙ୍କ ଶକ୍ତି ଆମ୍ଭାମାନଙ୍କୁ ଜୀବନ ଦିଏ”
|
|
|
|
# ତାହାଙ୍କ ଦୁଃଖ ଭୋଗରେ ସହଭାଗୀ
|
|
“ଓ ତାହାଙ୍କ ଦୁଃଖ ଭୋଗରେ ଭାଗିହେବ”
|
|
|
|
# ଓ ଖ୍ରୀଷ୍ଟଙ୍କ ମୃତ୍ୟୁରେ ତାହାଙ୍କ ପରି ପରିବର୍ତ୍ତନ ହୋଇଅଛି
|
|
ଏହି ଶବ୍ଦ “ ପରିବର୍ତ୍ତନ ”
|
|
ଅର୍ଥଗୋଟେ ଜିନିଷକୁ ଅନ୍ୟରେ ବଦଳାଇବା. ଖ୍ରୀଷ୍ଟ ଯେରୂପେ ମଲେ ତାହାର ପରିଣାମ ଅନନ୍ତ ଜୀବନ ହେଲା. ସେଥିପାଇଁ ପାଉଲ ଚାହିଁନ୍ତି ତାହାଙ୍କ ମୃତ୍ୟୁ’ ଯୀଶୁଙ୍କ ମୃତ୍ୟୁ ପରି ହେଉ ଯେପରି ଅନନ୍ତ ଜୀବନ ପାଇପାରିବେ.
|
|
ଏହା ଏହିପରି ଅନୁବାଦ କରାଯାଇ ପାରେ ସକ୍ରୀୟ ଧାରାରେ: “ଓ ଖ୍ରୀଷ୍ଟ ମୋତେ ତାହାଙ୍କ ମୃତ୍ୟୁ ପରି ପରିବର୍ତ୍ତନ କରିଅଛନ୍ତି ” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
|
|
|
|
# ଯେପରି କୌଣସି ପ୍ରକାରେ ମୁଁ ମୃତ୍ୟୁରୁ ପୁନରୁତ୍ଥାନର ବିଷୟ ଅନୁଭୁତି କରି ପାରେ
|
|
ଏହି ଶବ୍ଦ କୈାଣସି ପ୍ରକାରେ ଅର୍ଥ ଏହା ଯେ ପାଉଲ ଜାଣନ୍ତି ନାହିଁ ତାହାଙ୍କ ଜୀବନରେ କ'ଣ ଘଟିବାକୁ ଯାଉଅଛି କିନ୍ତୁ ଯାହାବୀ ଘଟିବ ତାହା କୌଣସି ପ୍ରକାରେ ଅନନ୍ତ ଜୀବନର ପରିଣାମ ହେବ“. ଏହା ଏହିପରି ଅନୁବାଦ କରାଯାଇ ପାରେ “ତେବେ ମୋତେ ଯାହାବୀ କିଛି ହେଉନା କାହିଁକି ମୁଁ ମରିବା ପରେ ପୁର୍ନବାର ଜୀବନ ପାଇବି, I will come back to life after I die.” |