Door43-Catalog_or_tn/PHP/03/01.md

4.6 KiB

ଶେଷରେ, ମୋ ଭାଇମାନେ

“ବର୍ତ୍ତମାନ ସାଥେ ସାଥେ ଚାଲିବା, ମୋହର ଭାଇ ମାନେ” କିମ୍ବା “ଅନ୍ୟ ଘଟଣା ମୋ ବିଷୟରେ ମୋ ଭାଇ ମାନେ”

ପ୍ରଭୁଙ୍କଠାରେ ଆନନ୍ଦ କର

“ପ୍ରଭୁ ଯାହା କରି ଅଛନ୍ତି ସେଥି ସକାଶେ ଆନନ୍ଦିତ ହୁଅ.”

ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋ' ପ୍ରତି କ୍ଳାନ୍ତିଜନକ ନୁହେଁ

“ମୁଁ ଆନନ୍ଦରେ ଲେଖୁ ଅଛି ମୁଁ ଶିକ୍ଷା ଦେଉଅଛି”

ଓ ସେମାନେ ତୁମକୁ ସୁରକ୍ଷିତ ରଖିବେ

ଏହି ସର୍ବନାମ “ସେମାନେ” ପାଉଲଙ୍କ ଶିକ୍ଷା ଗୁଡିକୁ ଦର୍ଶାଏ .କିପରି ସେମାନେ ବିଶ୍ଵାସୀକୁ ସୁରକ୍ଷିତ ରଖିବେ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇ ପାରେ “କାରଣ ଏହି ଶିକ୍ଷା ତୁମ୍ଭକୁ ରକ୍ଷା କରିବା ଅନେକ ପ୍ରକାର ଶିକ୍ଷାଗୁଡିକରୁ ଯାହା ମିଥ୍ୟା ଅଟେ ଯିଏ ଶିଖାଏ.” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା)

ଜଗିରୁହ

“ସାବଧାନ” କିମ୍ବା “ବାହାରକୁ ଦେଖ”

କୁକୁର ମାନେ…ମନ୍ଦ କର୍ମୀମାନେ…ଅଙ୍ଗଛେଦୀ ମାନେ

ଏହା ଭିନ୍ନ ପ୍ରକାରର ମାଧ୍ୟମରେ ଭଣ୍ଡ ଶିକ୍ଷକଙ୍କୁ ଏକ ନିର୍ଧିଷ୍ଟ ଦଳରେ ଦର୍ଶାଇ ଦିଆ ଯାଇଛି .

କୁକୁରଙ୍କ ପାଇଁ

ଏହି ଶବ୍ଦ “କୁକୁର” ଯିହୁଦୀ ମାନଙ୍କ ଦ୍ଵାରା ଦର୍ଶାଉଥିଲା ଅଣଯିହୁଦୀ ମାନଙ୍କୁ. ସେମାନଙ୍କୁ ଅଶୁଦ୍ଧ ମନା ଯାଉ ଥିଲା| ପାଉଲ ତୁଳନାା କରୁଥିଲେ ଭଣ୍ଡ ଶିକ୍ଷକଙ୍କୁ କୁକୁର ଶଦୃସ ଅପମାନ ରୂପରେ| ଯଦି ତୁମ ସଂସ୍କୃତିରେ ଏକ ଭିନ୍ନ ଜାତିର ପଶୁ ଅଛି ଯାହା ଅଶୁଚୀ ଗଣ୍ୟ କରାଯାଏ ତେବେ ବ୍ୟବହାର କର କିମ୍ବା ଅସମ୍ମାନ କର,ସେହି ପଶୁକୁ ତା ପ୍ରତି ବଦଳରେ ବ୍ୟବହାର କରିପାରିବେ. (ଦେଖନ୍ତୁ:ରୂପକ))

କ୍ଷତ ବିକ୍ଷତ କାରୀ

“ବିକଳାଙ୍ଗ” ଅର୍ଥ କଂସେଇ କିମ୍ବା ଗୋଟିଏ ହିଂସକ ରୂପରେ କାଟିବା. ପାଉଲ ସୁନ୍ନତ ପ୍ରଥା ବିଷୟରେ କହୁଛନ୍ତି ବଢେଇ ଚଢ଼େଇକି ଭଣ୍ଡ ଶୀକ୍ଷକକୁ ଅସମ୍ମାନ କରିବାକୁ. ଭଣ୍ଡ ଶୀକ୍ଷକ ଏହିପରି କହେ ଈଶ୍ଵର କେବଳ ରକ୍ଷା କରିବେ କିମ୍ବା ଚମଡାକୁ କାଟିଦେବା. (ଦେଖନ୍ତୁ: ଅତିଶୟକ୍ତି)

କାରଣ ଆମ୍ଭେମାନେ

ପାଉଲ ଆମ୍ଭେମାନେ” ନିଜକୁ ଆଉ ସମସ୍ତ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀ ମାନଙ୍କୁ ଦର୍ଶାଉ ଛନ୍ତି, ଫିଲିପ୍ପି ବିଶ୍ଵାସୀ ସମେତ. (ଦେଖନ୍ତୁ: ସମ୍ମିଳିତ)

ସତ୍ୟ ସୁନ୍ନତ ବିଧି

ପାଉଲ ସେହି ବାକ୍ୟଂଶ ଖ୍ରୀଷ୍ଟ ବିଶ୍ଵାସଙ୍କ ମାନଙ୍କ ପାଇଁ ବ୍ୟବହାର କରନ୍ତୁ, ମାନେ ଶାରୀରିକ ଭାବରେ ନ ହୋଇ ଆତ୍ମିକ ଭାବରେ ହୋଇଛନ୍ତି, ଯାହାର ଅର୍ଥ ସେମାନେ ପବିତ୍ରାଆତ୍ମା ଦ୍ଵାରା ପାଇଅଛନ୍ତିi. ଏହା ଏହିପରି ଅନୁବାଦ କରାଯାଇ ପାରେ “ପ୍ରକୃତରେ ଲୋକ. ”

ଶରୀରରେ ବିଶ୍ଵାସ ନକର

“ଏହା ବିଶ୍ଵାସ କଲାଯେ ଆମେ ଶରୀରରେ କ୍ଷତ କଲେ , ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି.””