Door43-Catalog_or_tn/PHP/02/14.md

29 lines
3.7 KiB
Markdown

# ବଚସା ଓ ତର୍କବିତର୍କ ବିନା
“କୌଣସି ଖରାପ ବିଷୟ କୁହ ନାହିଁ” (ଦେଖନ୍ତୁ: ନକଲ)
# ନିର୍ଦ୍ଦୋଷ ଓ ଅନିନ୍ଦନୀୟ ସନ୍ତାନସନ୍ତତି
“ଏହି ପ୍ରକାର କର ଯେପରି ଲୋକମାନେ ଯେପରି ନ କୁହନ୍ତି ତୁମେ କିଛି ଭୁଲ୍ କରିଅଛ.” (ଦେଖନ୍ତୁ: ନକଲ)
# ନିର୍ଦ୍ଦୋଷ
“ଦୋଷ” ତୁଳନା କରାଯାଏ ଏକ ବିଶ୍ଵାସୀ ସହିତ ଏକ ନିଖୁନ୍ତ ପଶୁତୁଲ୍ୟ ଓ ବ୍ୟବହାର କରାଯାଉ ଥିଲା ଏକ ବଳୀ ସ୍ଵରୂପେ ଈଶ୍ଵରଙ୍କୁ. “ଏହା ଏହିପରି ଅନୁବାଦ କରାଯାଇ ପାରେ “ସମ୍ପୂର୍ଣ ଭାବରେ ନିରିହ ଛୁଆ ଈଶ୍ଵରଙ୍କର.” (ଦେଖନ୍ତୁ:ରୂପକ)
# ଆଲୋକ ସଦୃଶ ଜଳୁଥିବ
ଏହା ତୁଳନା କରେ ବିଶ୍ଵାସୀର ଜୀବନୀ ଗୋଟେ ରୀତିରେ ଯାହା ଈଶ୍ଵରଙ୍କୁ ଗୌରବଦିଏ,
ଯିଏ ଈଶ୍ଵରଙ୍କୁ ଅଗୌରବ ଦିଏ ଜ୍ୟୋତିଃ ସେହି ଅନ୍ଧକାରରେ ଜଳି ଥାଏ. ବିକଳ୍ପ ଅନୁବାଦ: “ଏପ୍ରକାର ଜୀବନ ବିତାଇବା ଯାହା ଈଶ୍ଵରଙ୍କୁ ଗୌରବ ଦିଏ.”
# ଜଗତରେ
“ଜଗତ” ଦର୍ଶାଏ ସେଇ ବ୍ୟବହାର ମୂଲ୍ୟ ଯାହା ଈଶ୍ଵଙ୍କୁ ଅଗୌରବ ଦେଇଥାଏ.
# ଏକ କୁଟିଳ ଓ ଭ୍ରଷ୍ଟ ଜାତି
ଏହା କୁହାଯାଇଛି ସମାନ ବିଷୟ ଅଲଗା ଭାବରେ
କି ଜୋର ଦିଅନ୍ତି କିପରି ଭ୍ରଷ୍ଟ ଜାତି ଅଟନ୍ତି. ଏହା ଏହିପରି ଅନୁବାଦ କରାଯାଇ ପାରେ “ଭ୍ରଷ୍ଟ ଲୋକଙ୍କ ମଧ୍ୟରେ ଯିଏ ଈଶ୍ଵରଙ୍କୁ ଗୌରବ ଦିଏ ନାହିଁ.” (ଦେଖନ୍ତୁ: ନକଲ)
# ମହିମା ପାଇଁ
“ଆନନ୍ଦ ହେବାପାଇଁ” କିମ୍ବା “ଖୁସି ହେବା”
# ଖ୍ରୀଷ୍ଟଙ୍କ ଦିନରେ
ଯେବେ ଖ୍ରୀଷ୍ଟ ଫେରିବେ ଓ ଆପଣା ରାଜ୍ୟ ବିସ୍ତାର କରିବେ ଓ ପୃଥିବୀରେ ରାଜତ୍ଵ କରିବେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ଯେବେ ଖ୍ରୀଷ୍ଟ ଫେରିବେ.”
# ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ
ଏଠାରେ“ଦୌଡିବା…ପରିଶ୍ରମ”କୁହାଯାଇଛି ଏକ ବିଷୟକୁ ଦୁଇଟି ଭିନ୍ନ ରୂପରେ ଜୋର ଦେଇ କହନ୍ତି କେତେ ପରିଶ୍ରମ କରିଅଛନ୍ତି ପାଉଲ ସାହାଯ୍ୟ କରି ଅଛନ୍ତି ଅନ୍ୟମାନେ ଯେପରି ବିଶ୍ଵାସରେ ଆସିବେ. ଏହା ଏହିପରି ଅନୁବାଦ କରାଯାଇ ପାରେ“ମୁଁ ଅଯଥାରେ ପରିଶ୍ରମ କରି ନାହିଁ” ଏହା ମଧ୍ୟ ଗୋଟିଏ ନାକାରାତ୍ମକ ବାକ୍ୟଂଶ
ଯାହାକୁ ସାକାରାତ୍ମକ କରାଯାଇପାରେ: “ମୋ କର୍ମର ଗୋଟିଏ ଉଦ୍ଦେଶ୍ୟ ଅଛି.” (ଦେଖନ୍ତୁ: Litotes)