Door43-Catalog_or_tn/PHP/02/05.md

703 B

ଏହି ମନ ତୁମ ପାଖରେ ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା

ଏଠାରେ “ମନ” ଦର୍ଶାଉ ଅଛି ଏକ ଦୃଷ୍ଟି କୋଣକୁ କିମ୍ବା କିପରି ସେ ଚିନ୍ତା କରୁ ଅଛନ୍ତି| ଏହା ଏହିପରି ଅନୁବାଦ କରାଯାଇ ପାରେ “ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା” କିମ୍ବା “ଖ୍ରୀଷ୍ଟ ଯୀଶୁ ଯେପ୍ରକାର କରିଥିଲେ ତାହା ଭାବିବା.” (ଦେଖନ୍ତୁ: ଲକ୍ଷଣାଳଙ୍କାର)