Door43-Catalog_or_tn/PHP/01/28.md

2.7 KiB

ଆଉ କିଛି ବିଷୟରେ ଭୟଭୀତ ନ ହୁଅ

ଏହା ଫିଲିପ୍‌ପୀୟ ବିଶ୍ଵାସୀ ମାନଙ୍କ ପାଇଁ ଆଜ୍ଞା ଅଟେ. (ଦେଖନ୍ତୁ:ବାକ୍ୟ ଗୁଡିକ)

ଯେଉଁ ମାନେତୁମ୍ଭକୁ ବିରୋଧ କରୁ ଅଛନ୍ତି

“ସେମାନଙ୍କଠାରୁ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଥାନ୍ତି”

ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ ; ତାହା ସେମାନଙ୍କ ପକ୍ଷରେ ବିନାଶର, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ୱରଦତ୍ତ ଏକ ଲକ୍ଷଣ

“ତୁମ୍ଭ ସାହାସ ସେମାନଙ୍କୁ ଦେଖାଇବା ଯେ,ପ୍ରଭୁ ସେମାନଙ୍କୁ ଧ୍ଵଂନ୍ସ କରିବେ କିନ୍ତୁ ତୁମ୍ଭକୁ ରକ୍ଷା କରିବେ” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)

କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦତ୍ତ ହୋଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି

ଏହା ଏହିପରି ଅନୁବାଦ କରାଯାଇ ପାରେ ଏକ ସକ୍ରିୟ ବାକ୍ୟରେ: “କାରଣ ଈଶ୍ଵର ଖାଲି ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବାପାଇଁ ସମ୍ମାନ ଦେଇ ଅଛନ୍ତି ତାହା ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କ ପାଇଁ ଦୁଃଖଭୋଗ ରେ ସମ୍ମାନ ଦେଇ ଅଛନ୍ତି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)

ଆଉ ମୋତେ ଯେଉଁପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ

“ସେଥିପାଇଁ ତୁମେ ମଧ୍ୟ ସେହି ପରି ସମାନ ତାଡ଼ନା ଦେଇ ଯାଉଅଛ ଯାହା ତୁମେ ଦେଖି ଅଛ ଶୁଣୀ ଅଛ ଓ ଏବେ ମଧ୍ୟ ହେଉ ଅଛି”