Door43-Catalog_or_tn/PHP/01/20.md

1.9 KiB

ଏହା ମୋର ବିଶ୍ଵାସ ଆକାଂକ୍ଷା ଓ ଭରସା

ଏହା ଏକା କଥା କହୁ ଅଛି କିନ୍ତୁ ଦୁଇଟି ଭିନ୍ନ ଭାବରେ ଜୋର ଦେଇ କି କିପରି ତାହା ଖ୍ରୀଷ୍ଟ ଯୀଶୁଙ୍କୁ ଗୌରବ ଦିଏ ସେହି ପରି ବଞ୍ଚୁଥିଲେ. ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ନିଶ୍ଚୟ ବିଶ୍ଵାସ କରେ.” (ଦେଖନ୍ତୁ: ନକଲ)

କିନ୍ତୁ ସମସ୍ତ ସାହାସରେ, ଯେ

“ କିନ୍ତୁ ବର୍ତ୍ତମାନ୍ ମୁଁ ଯଥେଷ୍ଟ ସାହାସ ଧରିବି, ଯେପରି ମୁଁ ସବୁବେଳେ ରଖିଛି”

ମୁଁ ଖ୍ରୀଷ୍ଟଙ୍କ ଶରୀରକୁ ଗୌରବ ଆଣିବି,

ପାଉଲ ବ୍ୟବହାର କରୁଛନ୍ତି “ଶରୀର” ତାହାଙ୍କ ଜୀବନକୁ କିମ୍ବା କିପ୍ରକାର ସେ ବଞ୍ଚୁ ଅଛନ୍ତି| ଏହା ଏହିପରି ଅନୁବାଦ କରାଯାଇ ପାରେ “ଯେପରି ମୁଁ ଯାହା କରେ ମୁଁ ଈଶ୍ଵରଙ୍କୁ ଗୌରବ ଦେବି” (ଦେଖନ୍ତୁ: ଲକ୍ଷଣାଳଙ୍କାର)

ହୋଇପାରେ ଜୀବନ ଦ୍ଵାରା କିମ୍ବା ମୃତ୍ୟୁ ଦ୍ଵାରା.

“ଯଦି ମୁଁ ଜୀବିତ ରହେ କିମ୍ବା ମରିଯାଏ.”

କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ.

“କାରଣ ଯଦି ମୁଁ ଜୀବିତ ରହେ, ମୁଁ ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବି, ଯଦିଓ ମୃତ୍ୟୁଭୋଗ କରେ ତାହା ଅତି ଉତ୍ତମ.”