Door43-Catalog_or_tn/PHP/01/15.md

22 lines
2.4 KiB
Markdown

# ଅନେକ ଖ୍ରୀଷ୍ଟଙ୍କୁ ଯେଉଁମାନେ ପ୍ରଚାର କରିଅଛନ୍ତି
“ସେ ଲୋକ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁଅଛନ୍ତି”
# ଇର୍ଷା ଓ ବିବାଦ ହେତୁ
“କାରଣ ସେମାନେ ଇଛା କରନ୍ତି ନାହିଁ କି ଲୋକମାନେ ମୋତେ ସୁଣନ୍ତୁ ଓ ସେମାନେ ସମଶ୍ୟା କରିବାକୁ ଚେଷ୍ଟାକରନ୍ତି”
# ଓ ଅନ୍ୟମାନେ ମଧ୍ୟ ସତ୍ଭାବ ହେତୁ l.
“କିନ୍ତୁ ଅନ୍ୟଲୋକମନେ ଏହା କରନ୍ତି କାରଣ ସେମାନେ ଦୟାଳୁ ଓ ସେମାନେ ସାହାଯ୍ୟ କରିବାକୁ ଇଛୁକ.”
# ସେ ଜଣେ ସେହି
“ସେ ଲୋକ ସେହି”
# ମୋତେ ନିଯୁକ୍ତ କରାଯାଇଛି
ଏହା ଏହିପରି ଅନୁବାଦ କରାଯାଇ ପାରେ ଗୋଟିଏ ସକ୍ରିୟ କ୍ରୀୟାରେ: “ଈଶ୍ଵର ମୋତେ ବାଛି ଅଛନ୍ତି” (ଦେଖନ୍ତୁ:ସକ୍ରିୟ କିମ୍ବା ନିଷ୍କ୍ରିୟ)
# ସୁସମାଚାରକୁ ରକ୍ଷା କରିବାକୁ
“ସମସ୍ତଙ୍କୁ ଶିକ୍ଷା ଦେବ ଯେ ଯୀଶୁଙ୍କର ସନ୍ଦେଶ ସତ୍ୟ ଅଟେ.”
# କିନ୍ତୁ ଅନ୍ୟମାନେ ଖ୍ରୀଷ୍ଟଙ୍କୁ ଘୋଷଣା କରୁଛନ୍ତି
“କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଅଛନ୍ତିt”
# ସ୍ଵାର୍ଥାପର ସକାଶେ ଓ ଅସରଳ ଭାବରେ ସେମାନେ ଭାବନ୍ତି ଯେ ସେମାନେ ମୋହର ଯାତନା ବଢ଼ୁ ଅଛନ୍ତି ମୋହର ବନ୍ଧନରେ କ୍ଲେଶ ଭୋଗ କରୁ ଅଛି.ଏହି କାରଣ ପାଇଁ ନୁହେଁ କି ସେମାନେ ଯୀଶୁଙ୍କୁ ପ୍ରେମ କରୁଛନ୍ତି କିନ୍ତୁ ଏହି କାରଣ ପାଇଁ ଯେ ସେମାନେ ଭାବନ୍ତି କି ସେମାନେ ମୋତେ ଅଧିକ କ୍ଲେସ୍ ଦେଉଅଛନ୍ତି ମୁଁ କାରାଗାରରେ ରହିବା ସମୟରେ