Door43-Catalog_or_tn/PHP/01/01.md

22 lines
2.0 KiB
Markdown

# ପାଉଲ ଓ ତୀମଥି
ଏହା ଏହିପରି ଅନୁବାଦ କରାଯାଇ ପାରେ “ପାଉଲ ତୀମଥି ଠାରୁ.” ଏହା ଏହିପରି ମଧ୍ୟ ଅନୁବାଦ କରାଯାଇ ପାରେ “ଆମ୍ଭେ, ପାଉଲ ଓ ତୀମଥି, ଏହି ପତ୍ର ଲେଖିଛୁ.” ଯଦି ତୁମ ଭାଷାରେ ଏକ ବିଷେଶ ଆରମ୍ଭ କରିବା ପାଇଁ ଶବ୍ଦ ଅଛି ତେବେ , ତାହା ବ୍ୟବହାର କରନ୍ତି.
# ଖ୍ରୀଷ୍ଟଙ୍କ ଜଣେ ସେବକ
“ ଆମେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ଅଟୁ.” ଏହି ବାକ୍ୟ “ଆମ୍ଭେମାନେ ”
ଅସ୍ପଷ୍ଟ ଅଟେ. (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ ସୁଚନା)
ଅନୁବାଦ
# ସେ ସମସ୍ତଙ୍କୁ ଯିଏ ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଅଲଗା ହୋଇଛନ୍ତି
“ଖ୍ରୀଷ୍ଟଙ୍କ ଠାରେ ଥିବା ସମସ୍ତ ବିଶ୍ଵାସୀ”
# ଅଧ୍ୟକ୍ଷ ଓ ସେବକ
“ମଣ୍ଡଳୀର ନେତା ଗଣ”
# ତୁମପ୍ରତି ଅନୁଗ୍ରହ ହେଉ
ଏହା ଗୋଟିଏ ପ୍ରକାର ଲୋକମାନଙ୍କୁ ପ୍ରତି ଆଶୀର୍ବାଦ କରିବା ପ୍ରକ୍ରିୟା .
# ତୁମକୁ
ଏହି ସର୍ବନାମ“ତୁମେ ” ଫିଲିପ୍‌ପୀୟ ମଣ୍ଡଳୀର ବିଶ୍ଵାସୀକୁ ଦର୍ଶାଏ. (ଦେଖନ୍ତୁ: ତୁମର ରୂପ)
# ଈଶ୍ଵର ଆମ ପିତା
ଏହି ସର୍ବନାମ “ଆମ୍ଭର” ଖ୍ରୀଷ୍ଟଙ୍କ ଠାରେ ଥିବା ବିଶ୍ଵାସୀକୁ ଦର୍ଶାଏ, ପାଉଲ , ତିମଥି. ଓ ଫିଲିପ୍‌ପୀୟ ବିଶ୍ଵାସୀ (ଦେଖାନ୍ତୁ: ସମାବେଶ)