Door43-Catalog_or_tn/TIT/03/3.md

2.4 KiB

"କାହିଁକି ତୀତସଙ୍କୁ ପାଉଲ କହିଲେ ଯେ ଆମ୍ଭେମାନେ ନମ୍ରତାର ସହ ଶିକ୍ଷା ଦେବା ଉଚିତ୍ ବୋଲି ତାହା ପାଉଲ ସ୍ପଷ୍ଟ କରନ୍ତି ।)

କାରଣ

"କାରଣ/ଯେହେତୁ"

ଥରେ

"ଅତୀତରେ" କିମ୍ବା "ଏକ ସମୟରେ" କିମ୍ବା "ପୂର୍ବରେ"

ଭାବନାହୀନ

"ନିର୍ବୋଧ" କିମ୍ବା "ଅଜ୍ଞାନ"

ଅନ୍ୟ ପଥରେ ଗଲେ ଏବଂ ବିଭିନ୍ନ ପ୍ରେମ ଏବଂ ଅଭିଳାଷ ଦ୍ଵାରା କ୍ରୀତ ଦାସ ହେଲେ

ଏହି ଉପମା ଯେପରି ଭାବରେ ପାପମୟ ସ୍ଵଭାବ ଦାସତ୍ଵ ଅବସ୍ଥାକୁ ଆମ୍ଭମାନଙ୍କୁ ନିୟନ୍ତ୍ରଣ କରେ ତାହାକୁ ତୁଳନା କରେ । (ଦେଖନ୍ତୁ: ତୁଳନା/ରୁପକ/ଉପମା) ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଆମ୍ଭମାନଙ୍କର ପାପମୟ ଇଚ୍ଛାଗୁଡିକ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଆନନ୍ଦର ଅଭିଳାଷ ପ୍ରତି ଦାସ କରେ ।"

ଅନ୍ୟ ପଥରେ ଗଲେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ପ୍ରତାରଣା କଲେ ।"

ପ୍ରେମ

"ଲାଳସା" କିମ୍ବା "ଅଭିଳାଷଗୁଡିକ"

ମନ୍ଦ ଏବଂ ଇର୍ଷାର ବାସ କଲେ

ଏହା ଏହିପରେ ଅନୁବାଦ ହୋଇପାରେ ଯେମିତି "ଆମ୍ଭେମାନେ ସବୁବେଳେ ମନ୍ଦ ବିଷୟ କରୁଥିଲୁ ଏବଂ ଅନ୍ୟମାନଙ୍କ ପାଖରେ ଯାହା ଅଛି ତାହା ଚାହୁଁଥିଲୁ ।"

ଆମ୍ଭେମାନେ ଘୃଣିତ ଥିଲୁ

"ଆମ୍ଭେମାନେ ଘୃଣିତ ହେବାର ଯୋଗ୍ୟ ଥିଲୁ ।" ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରିବାର କାରଣ ଆମ୍ଭେମାନେ ହେଲୁ ।"