Door43-Catalog_or_tn/TIT/03/15.md

1.3 KiB
Raw Permalink Blame History

(ତୀତସଙ୍କୁ ଲେଖିବା ପତ୍ର ପାଉଲ ସମାପ୍ତ କରନ୍ତି ।)

ଯେଉଁମାନେ ସମସ୍ତେ

"ସମସ୍ତ ଲୋକମାନେ"

ବିଶ୍ଵାସରେ ଆମ୍ଭମାନଙ୍କୁ ଯେଉଁମାନେ ପ୍ରେମ କରନ୍ତି

ସମ୍ବାବନା ଅର୍ଥଗୁଡିକ ୧) "ବିଶ୍ଵାସୀମାନେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି" କିମ୍ବା ) "ବିଶ୍ଵାସୀମାନେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ଯେହେତୁ ଆମ୍ଭେମାନେ ସମାନ ବିଶ୍ଵାସର ଭାଗୀ ।"

ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ରହୁ

ଏହା ଏକ ସାଧାରଣ ଖ୍ରୀଷ୍ଟିୟାନଙ୍କର ନମସ୍କାର ଥିଲା । ଏହା ମଧ୍ୟ ଅନୁବାଦ ହୋଇପାରେ ଯେମତି "ଇଶ୍ଵରଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ" କିମ୍ବା "ମୁଁ ପ୍ରାର୍ଥନା କରେ ଯେ ଇଶ୍ଵର ତୁମ ସମସ୍ତଙ୍କ ପ୍ରତି ଦୟାଶୀଳ ହୁଅନ୍ତୁ ।"