Door43-Catalog_or_tn/TIT/03/14.md

1.0 KiB

(କାହିଁକି ଜୀନା ଏବଂ ଆପଲ୍ଲଙ୍କୁ ପ୍ରଦାନ କରିବା ମହତ୍ତ୍ବପୁର୍ଣ୍ଣ ତାହା ପାଉଲ ସ୍ପଷ୍ଟ କରନ୍ତି ।)

ସେମାନଙ୍କ ନିକଟରେ ସ୍ଥାପନ କର

"କରିବାରେ ବ୍ୟସ୍ତ ହୁଅ"

ଯଦ୍ଵାରା ସେମାନେ ଅସଫଳ ନ ହୁଅନ୍ତି

ଏହି ଦୁଇଅଂଶ ଯୁକ୍ତ ନାସ୍ତିବାଚକ ଆସ୍ତିବାଚାକ ଭାବରେ ଉଲ୍ଲେଖ ହୋଇପାରେ: "ସେହିପରି ସେମାନେ ଫଳଦାୟକ ହେବେ" କିମ୍ବା "ତ ସେମାନେ ଇଶ୍ଵରଙ୍କ ନିମନ୍ତେ ଫଳ ଉତ୍ପନ କରି ପାରିବେ" କିମ୍ବା "ତ ସେମାନଙ୍କ ଜୀବନ ବ୍ୟବହାରଯୋଗ୍ୟ ହେବ ।" (ଦେଖନ୍ତୁ: ଦୁଇଅଂଶ ଯୁକ୍ତ ନାସ୍ତିବାଚକ)