Door43-Catalog_or_tn/TIT/03/12.md

1.0 KiB

(ତୀତସ କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବା ପରେ ସେ କ'ଣ କରିବେ ତାହା କହିବା ଦ୍ଵାରା ପାଉଲ ଏହି ପତ୍ରକୁ ସମାପ୍ତ କରନ୍ତି ।)

ଯେତେବେଳେ ମୁଁ ପଠାଏ

"ମୁଁ ପଠାଇଲା ପରେ"

ଆର୍ତ୍ତେମା, ନିକପଲୀ, ଜୀନା

(ଦେଖନ୍ତୁ: ଅନୁବାଦର ନାମଗୁଡିକ)

ଶୀତକାଳ କ୍ଷେପଣ କର

"ଶୀତକାଳ ନିମନ୍ତେ ରୁହ"

ଚଞ୍ଚଳ ଏବଂ ଆସ

"ତୁମ୍ଭେ ଚଞ୍ଚଳ ହୁଏ ଏବଂ ଆସ" କିମ୍ବା "ଶୀଘ୍ର ଆସ"

ଚଞ୍ଚଳ ଏବଂ ପଠାଅ

"ତୁମ୍ଭେ ଚଞ୍ଚଳ ହୁଅ" କିମ୍ବା "ପଠାଇବାରେ ବିଳମ୍ବ କର ନାହିଁ"

ଏବଂ ଆପଲ୍ଲ

"ଏବଂ ଆପଲ୍ଲଙ୍କୁ ମଧ୍ୟ ପଠାଅ"