Door43-Catalog_or_tn/TIT/03/09.md

1.2 KiB

କିନ୍ତୁ

"କିନ୍ତୁ ତୁମ୍ଭେ, ତୀତସ"

ନିର୍ବୋଧ ବିବାଦଗୁଡିକ

"ଅମହତ୍ବପୁର୍ଣ୍ଣ ବିଷୟଗୁଡିକ ସମ୍ବନ୍ଧରେ ଯୁକ୍ତିସମୂହ"

ବିବାଦ

"ଗଣ୍ଡଗୋଳ"

ବିଧି

ଇଶ୍ଵରଙ୍କ ବିଧି"

ଅଗ୍ରାହ୍ୟ କରିବା

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ସହ ବାର୍ତ୍ତାଳାପ କର ନାହିଁ" କିମ୍ବା ସହ ସମୟ ଖର୍ଚ୍ଚ କର ନାହିଁ" କିମ୍ବା "ନିବାରଣ କର"

ଏକ କିମ୍ବା ଦୁଇ ସଙ୍କେତ ପରେ

ତୁମ୍ଭେ ସେହି ବ୍ୟକ୍ତିଙ୍କୁ ଏକ କିମ୍ବା ଦୁଇଥର ସତର୍କ କଲା ପରେ"

ସେହିପରି ଜଣଙ୍କୁ

"ସେହିପରି ବ୍ୟକ୍ତିଙ୍କୁ"

ଆପଣାକୁ ଦୋଷୀ କରେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଆପଣା ଉପରେ ଦଣ୍ଡ ଆଣେ ।"