Door43-Catalog_or_tn/TIT/03/06.md

1.9 KiB

(ଯେହେତୁ ଆମ୍ଭେମାନେ ଅନୁଗ୍ରହ ପାଇଅଛୁ ପାଉଲ ତୀତସଙ୍କୁ ନମ୍ର ଭାବରେ ଶିକ୍ଷା ଦେବାକୁ ସ୍ମରଣ କରାନ୍ତି ।)

ଆମ୍ଭମାନଙ୍କ ଉପରେ ପବିତ୍ର ଆତ୍ମା ଢାଳିଲେ

ଏହା ଏକ ଉପମା ଯାହା ଯାଜକମାନଙ୍କର ଅଭିଷେକ ସଦୃଶ୍ୟ । (ଦେଖନ୍ତୁ: ଅଭିଷେକ କରିବା, ଅଭିଷିକ୍ତ) ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଉଦାରତ ଭାବରେ ଆମ୍ଭମାନଙ୍କୁ ପବିତ୍ର ଆତ୍ମା ଦେଲେ ।"

ଅନନ୍ତକାଳ

"ଅନନ୍ତ"

ଯଥେଷ୍ଟ ଭାବରେ

"ପ୍ରଚୁର ଭାବରେ" କିମ୍ବା ଉଦାର ଭାବରେ"

ଆମ୍ଭର ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା

"ଯେତେବେଳେ ଆମ୍ଭମାନଙ୍କୁ ଯୀଶୁ ଉଦ୍ଧାର କଲେ"

ନ୍ୟାୟବୋଲି ଗଣିତ ହୋଇ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଇଶ୍ଵରଙ୍କ ଦ୍ଵାରା ଆମ୍ଭେମାନେ ଧାର୍ମିକ ହୋଇଅଛୁ"

ଆମ୍ଭେମାନେ ଉତ୍ତରାଧିକାରୀ ହୋଇଅଛୁ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଉତ୍ତରାଧିକାରର ଯଥାର୍ଥ ସହ ଇଶ୍ଵର ଆମ୍ଭମାନଙ୍କୁ ସନ୍ତାନଗଣ କଲେ ।"

ଅନନ୍ତ ଜୀବନର ଆଶାର

"ଏବଂ ଆମ୍ଭେମାନେ ନିଶ୍ଚୟ ଜାଣୁ ଯେ ଆମ୍ଭମାନଙ୍କ ପାଖରେ ଅନନ୍ତ ଜୀବନ ଅଛି"