Door43-Catalog_or_tn/TIT/03/04.md

2.2 KiB

(କାହିଁକି ଆମ୍ଭେମାନେ ନମ୍ରତାର ସହ ଶିକ୍ଷା ଦେବା ଉଚିତ୍ ବୋଲି ପାଉଲ ତୀତସଙ୍କୁ କହିଲେ ତାହା ସ୍ପଷ୍ଟ କରିବା ପାଉଲ ଜାରିରଖିଲେ ।)

ଯେତେବେଳେ ଇଶ୍ଵର ଆମ୍ଭର ଉଦ୍ଧାରକର୍ତ୍ତାଙ୍କ ଦୟା ଏବଂ ତାହାଙ୍କ ପ୍ରେମ ମନୁଷ୍ୟମାନଙ୍କ ପ୍ରତି ପ୍ରକାଶ କଲେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଯେତେବେଳେ ଇଶ୍ଵର ଆମ୍ଭର ଉଦ୍ଧାରକର୍ତ୍ତା ତାହାଙ୍କ ପ୍ରେମ ଓ ଦୟା ଲୋକମାନଙ୍କ ପ୍ରତି ଦେଖାଇଲେ ।"

ମାନବଜାତି ପ୍ରତି

"ମନୁଷ୍ୟମାନଙ୍କ ନିମନ୍ତେ"

ଦ୍ଵାରା ଉଦ୍ଧାର କଲେ

"ଦ୍ଵାରା ଯେମିତି ଆମ୍ଭମାନଙ୍କୁ ଉଦ୍ଧାର କଲେ" କିମ୍ବା "ଦ୍ଵାରା ଆମ୍ଭମାନଙ୍କୁ ଉଦ୍ଧାର କଲେ"

ନୂତନ ଜନ୍ମର ଧୌତ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଆମ୍ଭର ଆତ୍ମିକ ନୂତନ ଜନ୍ମ ଦ୍ଵାରା ଆମ୍ଭମାନଙ୍କ ଭିତରେ ତିଆରି କରୁଅଛନ୍ତି ।"

ନବୀକରଣ

"ନୂତନ କରାଯିବା ।" ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ପବିତ୍ର ଆତ୍ମା ଆମ୍ଭମାନଙ୍କୁ ନୂତନ କଲେ" କିମ୍ବା "ପବିତ୍ର ଆତ୍ମା ଆମ୍ଭମାନଙ୍କୁ ନୂତନ ଲୋକ କଲେ ।"

ଧାର୍ମିକତାରେ ଆମ୍ଭେମାନେ କରିଥିବା କର୍ମ ହେତୁ

"ଯେହେତୁ ଆମ୍ଭେମାନେ ଉତ୍ତମ ବିଷୟସବୁ କର" (DUB)

ଅନୁସାରେ

"ଏକା ପରିମାପରେ ଯେମିତି"